ପ୍ଲାଷ୍ଟିକ ବୋଲତରେ ପେଟ୍ରୋଲ, ଡିଜେଲ ବ୍ୟବହାର କଲେ କଡା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର, 2 ଅଗଷ୍ଟ (ହି.ସ.) ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମନା ।ପ୍ଲାଷ୍ଟିକ ବୋଲତରେ ପେଟ୍ରୋଲ, ଡିଜେଲ ବ୍ୟବହାର କଲେ କଡା କାର୍ଯ୍ୟାନୁଷ୍ଠାନ । ଏନେଇ ରାଜ୍ୟର ସବୁ ଜିଲ୍ଲପାଳଙ୍କୁ ଚିଠି ।ପ୍ଲାଷ୍ଟିକ ବୋତଲ ରେ ପେଟ୍ରୋଲ ବିକ୍ରୟ, ଯୋଗାଣ, ପରିବହନ ଏବଂ ସଂରକ୍ଷଣ ନିଷ
ପ୍ଲାଷ୍ଟିକ ବୋଲତରେ ପେଟ୍ରୋଲ, ଡିଜେଲ ବ୍ୟବହାର କଲେ କଡା     କାର୍ଯ୍ୟାନୁଷ୍ଠାନ


ଭୁବନେଶ୍ୱର, 2 ଅଗଷ୍ଟ (ହି.ସ.) ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମନା ।ପ୍ଲାଷ୍ଟିକ

ବୋଲତରେ ପେଟ୍ରୋଲ, ଡିଜେଲ ବ୍ୟବହାର କଲେ କଡା

କାର୍ଯ୍ୟାନୁଷ୍ଠାନ । ଏନେଇ ରାଜ୍ୟର ସବୁ ଜିଲ୍ଲପାଳଙ୍କୁ ଚିଠି ।ପ୍ଲାଷ୍ଟିକ ବୋତଲ ରେ ପେଟ୍ରୋଲ ବିକ୍ରୟ, ଯୋଗାଣ, ପରିବହନ ଏବଂ ସଂରକ୍ଷଣ

ନିଷେଧ ।ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲିୟମ ଉତ୍ପାଦ - ବିଶେଷକରି ପେଟ୍ରୋଲ ଏବଂ ଡିଜେଲ -

ପ୍ଲାଷ୍ଟିକ୍ ବୋତଲ ଏବଂ ଅନୁମୋଦିତ ନ ଥିବା ପାତ୍ରରେ ବିକ୍ରି ଏବଂ ପରିବହନ କରାଯାଉଛି। ସରକାର ଜନସାଧାରଣଙ୍କ ସୁରକ୍ଷା ସ୍ୱାର୍ଥରେ ସମସ୍ତ

ଜିଲ୍ଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଏବଂ କଡ଼ା ପ୍ରବର୍ତ୍ତନ ପାଇଁ ନିମ୍ନଲିଖିତ ନିର୍ଦ୍ଦେଶ

ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande