ଭୁବନେଶ୍ୱର, 03 ଅଗଷ୍ଟ (ହି.ସ.)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରଠାରେ ୩ ଟି ଆମ୍ବୁଲାନ୍ସ ଏବଂ ମା' ତାରିଣୀଙ୍କ ନଡ଼ିଆ ସଂଗ୍ରହ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏଥିସହ ଲୋକଙ୍କ ସୁବିଧା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିର୍ମିତ ଜନ ପ୍ରତିକ୍ଷାଳୟର ଉଦଘାଟନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ