ଜୁଆ ଖେଳ ଉପରେ ଚଢାଉ, ୭ ଜୁଆଡ୍ଡି ଗିରଫ
ଜୟପୁର, ୩ ଅଗଷ୍ଟ (ହି.ସ.) - ଜୁଆ ଖେଳ ଚାଲୁଥିବା ବେଳେ ଜୟପୁର ସଦର ପୋଲିସ ଚଢାଉ କରି ୭ ଜୁଆଡ୍ଡିକୁ ଗିରଫ କରିଛି । ସୁଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ରଣ୍ଡାପାଲ୍ଲି ଠାରେ ଜୁଆ ଖେଳ ଚାଲୁଥିବା ସୁଚନା ପାଇ ଚଢାଉ କରିଥିଲେ । ଚଢାଉ କରି ୭ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଠାରୁ ୨୨
ଜୁଆ ଖେଳ ଉପରେ ଚଢାଉ, ୭ ଜୁଆଡ୍ଡି ଗିରଫ


ଜୟପୁର, ୩ ଅଗଷ୍ଟ (ହି.ସ.) - ଜୁଆ ଖେଳ ଚାଲୁଥିବା ବେଳେ ଜୟପୁର ସଦର ପୋଲିସ ଚଢାଉ କରି ୭ ଜୁଆଡ୍ଡିକୁ ଗିରଫ କରିଛି । ସୁଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ରଣ୍ଡାପାଲ୍ଲି ଠାରେ ଜୁଆ ଖେଳ ଚାଲୁଥିବା ସୁଚନା ପାଇ ଚଢାଉ କରିଥିଲେ । ଚଢାଉ କରି ୭ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଠାରୁ ୨୨୫୦ ଟଙ୍କା, ୨ଟି ଖାତା, ତାସ ଆଦି ଜବତ କରିଛି । ଗିରଫ ଅଭିଯୁକ୍ତ ମାନଙ୍କୁ ନୋଟିସରେ ଛଢାଯାଇଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande