୨୦୨୫ ରଜ କୁଇନ ହେଲେ ସୁଶ୍ରୀ ସ୍ବର୍ଣପ୍ରଭା ମହାନ୍ତ
କେନ୍ଦୁଝର, 4 ଅଗଷ୍ଟ (ହି.ସ.)କେନ୍ଦୁଝର ଜିଲ୍ଲା ଧରଣୀଧର ବିଶ୍ବ ବିଦ୍ୟାଳୟର +୩ କଳା ଶେଷ ବର୍ଷର ଛାତ୍ରୀ ସୁଶ୍ରୀ ସ୍ବର୍ଣପ୍ରଭା ମହାନ୍ତ ୨୦୨୫ ରଜ କୁଇନ ପ୍ରତିଯୋଗିତାରେ ବିଜୟୀ ମୁକୁଟ ହାସଲ କରିଛନ୍ତି। ବାପା ଶ୍ରୀଯୁକ୍ତ ରସିକ ଲାଲ ମହାନ୍ତ ଯୋଡା ସ୍ଥିତ ଜିନ୍ଦଲ(ଶାରଦା) ମାଇନ୍ସ ରେ କାର୍ଯ୍ୟରତ ଓ ମା
Raja queen


କେନ୍ଦୁଝର, 4 ଅଗଷ୍ଟ (ହି.ସ.)କେନ୍ଦୁଝର ଜିଲ୍ଲା ଧରଣୀଧର ବିଶ୍ବ ବିଦ୍ୟାଳୟର +୩ କଳା ଶେଷ ବର୍ଷର ଛାତ୍ରୀ ସୁଶ୍ରୀ ସ୍ବର୍ଣପ୍ରଭା ମହାନ୍ତ ୨୦୨୫ ରଜ କୁଇନ ପ୍ରତିଯୋଗିତାରେ ବିଜୟୀ ମୁକୁଟ

ହାସଲ କରିଛନ୍ତି। ବାପା ଶ୍ରୀଯୁକ୍ତ ରସିକ ଲାଲ ମହାନ୍ତ ଯୋଡା ସ୍ଥିତ ଜିନ୍ଦଲ(ଶାରଦା) ମାଇନ୍ସ ରେ କାର୍ଯ୍ୟରତ ଓ ମା ଦୀପ୍ତିରାଣୀ ମହାନ୍ତ ଗୃହିଣୀ ଅଟନ୍ତି। ସ୍ବର୍ଣପ୍ରଭାଙ୍କ କ୍ରୁତିତ୍ତ୍ବ ପାଇଁ ବିଭିନ୍ନ ମହଲରୁ ଶୁଭେଛା ଓ ଅଭିନନ୍ଦନ ସୁଶ୍ରୀ ସ୍ବର୍ଣପ୍ରଭା ମହାନ୍ତଙ୍କୁ ଜଣାଇଛନ୍ତି। କେନ୍ଦୁଝର ଜିଲ୍ଲା କୁଡୁମୀଜାତିର ନାମକୁ ଓଡିଶାର ପୁରପଲ୍ଲୀରେ ପ୍ରସ୍ପୁଟିତ କରି ସମାଜକୁ ଗର୍ବିତ କରିଛନ୍ତି। ସେଥୂପାଇଁ

କେନ୍ଦୁଝର ଜିଲ୍ଲା କୁଡୁମୀଜାତି ସ୍ବର୍ଣ୍ଣପ୍ରଭା ମହାନ୍ତ ଏବଂ ତାଙ୍କର ପିତାମାତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande