ଘଟଗାଁ, ୦୬ ଅଗଷ୍ଟ(ହି.ସ.) –ସପ୍ଟୱାର ଅପଡେଟ ପାଇଁ ଘଟଗାଁ ଡାକସେବା ପାଂଚଦିନ ପର୍ଯନ୍ତ ଗ୍ରାହକସେବା ବ୍ୟାହତ ହୋଇଥିବା ନେଇ ଅସନ୍ତୋଷ ପାଇଆସୁଥିଲା। ବିଭାଗ ପକ୍ଷରୁ ଆଜି ସ୍ୱାଭାବିକ ଭାବେ ଅନଲାଇନ ସେବା ସଚଳ ହୋଇଥିବା ପ୍ରକାଶ ପାଇଛି। ଏଣିକି ସମସ୍ତ ହିତାଧିକାରୀ ନିଜ ନିଜର ଡାକସେବା ନିୟମିତ ଭାବେ ପାଇପାରିବେ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ