ଦୁଇ ଦିନିଆ କେନ୍ଦୁଝର ଗସ୍ତ ସାରି ଭୁବନେଶ୍ୱର ଫେରିଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର, ୪ ଅଗଷ୍ଟ (ହି.ସ.)- ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତକାଲି ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ କରିବା ସହ ସାହାଣୀ କପ ଫାଇନାଲ ମ୍ୟାଚରେ ଯୋଗଦେଇଥିଲେ। ଆଜି ନିଜ ଗ୍ରାମ ରାଇକଳାକୁ ଯାଇ ଘର ଲୋକଙ୍କ ସହ ସମୟ ବିତାଇଥିବା ବେଳେ ଅପରାହ୍ନରେ ରାଇସୁଆଁ ଏଆରଷ
ଦୁଇ ଦିନିଆ କେନ୍ଦୁଝର ଗସ୍ତ ସାରି ଭୁବନେଶ୍ୱର ଫେରିଲେ ମୁଖ୍ୟମନ୍ତ୍ରୀ


କେନ୍ଦୁଝର, ୪ ଅଗଷ୍ଟ (ହି.ସ.)- ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତକାଲି ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ କରିବା ସହ ସାହାଣୀ କପ ଫାଇନାଲ ମ୍ୟାଚରେ ଯୋଗଦେଇଥିଲେ। ଆଜି ନିଜ ଗ୍ରାମ ରାଇକଳାକୁ ଯାଇ ଘର ଲୋକଙ୍କ ସହ ସମୟ ବିତାଇଥିବା ବେଳେ ଅପରାହ୍ନରେ ରାଇସୁଆଁ ଏଆରଷ୍ଟ୍ରିପରୁ ଭୁବନେଶ୍ଵର ଅଭିମୁଖେ ବାହାରି ଯାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande