ଭୁବନେଶ୍ୱର, 04 ଅଗଷ୍ଟ (ହି.ସ.) ଆଜି ଦିନ ୧୨ଟା ବାଜି ୩୦ମିନିଟ ସମୟରେ ମହିଳା ଓ ଶିଶୁ
ବିକାଶ ସମ୍ମିଳନୀ କକ୍ଷରେ ସୁଭଦ୍ରା ଭଉଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି
କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ
ସୁଭଦ୍ରା ହିତାଧିକାରୀ ମାନଙ୍କ ସହ ଆଭାସୀ ମାଧ୍ୟମରେ ସିଧାସଳଖ କଥାବାର୍ତ୍ତା କରିବେ । ବହୁ
ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ