ବ୍ୟାଙ୍କ ରୁ ଉଠାଇ ରଖିଥିବା ବେଳେ ଡିକିରୁ ୩ ଲକ୍ଷ ଟଙ୍କା ଚୋରି
ବଲାଙ୍ଗିର, 4 ଅଗଷ୍ଟ (ହି.ସ.) ଆଜି ମଧ୍ୟାହ୍ନ ରେ ବ୍ୟାଙ୍କ ରୁ ଉଠାଇ ବାଇକ୍ ଡିକିରେ ରଖିଥିବା ବଲାଙ୍ଗିର ବଡପଦା ର ତରଣିସେନ କୁମ୍ଭାର ଙ୍କ ଚୋରି ହୋଇ ଥିବା ଅଭିଯୋଗ ହୋଇଛି। ଆଜି ଦିନ ୧୧.୫୦ ରେ ଶ୍ରୀ କୁମ୍ଭାର ଦୈନିକ ବଜାର ରେ ଥିବା ଏସ ଡି ଏଫ୍ ସି ବ୍ୟାଙ୍କ୍ ରୁ ଟଙ୍କା ଉଠାଇ ଗଡି ଡିକିରେ ରଖି ଥିଲେ।
ବ୍ୟାଙ୍କ ରୁ ଉଠାଇ ଥିବା ଗାଦି ଲୁଟ ଦିକିରୁ ୩ ଲକ୍ଷ ଟଙ୍କା ଚୋରି


ବ୍ୟାଙ୍କ ରୁ ଉଠାଇ ଥିବା ଗାଦି ଲୁଟ ଦିକିରୁ ୩ ଲକ୍ଷ ଟଙ୍କା ଚୋରି


ବ୍ୟାଙ୍କ ରୁ ଉଠାଇ ଥିବା ଗାଦି ଲୁଟ ଦିକିରୁ ୩ ଲକ୍ଷ ଟଙ୍କା ଚୋରି


ବ୍ୟାଙ୍କ ରୁ ଉଠାଇ ଥିବା ଗାଦି ଲୁଟ ଦିକିରୁ ୩ ଲକ୍ଷ ଟଙ୍କା ଚୋରି


ବ୍ୟାଙ୍କ ରୁ ଉଠାଇ ଥିବା ଗାଦି ଲୁଟ ଦିକିରୁ ୩ ଲକ୍ଷ ଟଙ୍କା ଚୋରି


ବଲାଙ୍ଗିର, 4 ଅଗଷ୍ଟ (ହି.ସ.) ଆଜି ମଧ୍ୟାହ୍ନ ରେ ବ୍ୟାଙ୍କ ରୁ ଉଠାଇ ବାଇକ୍ ଡିକିରେ ରଖିଥିବା ବଲାଙ୍ଗିର ବଡପଦା ର ତରଣିସେନ କୁମ୍ଭାର ଙ୍କ ଚୋରି ହୋଇ ଥିବା ଅଭିଯୋଗ ହୋଇଛି। ଆଜି ଦିନ ୧୧.୫୦ ରେ ଶ୍ରୀ କୁମ୍ଭାର ଦୈନିକ ବଜାର ରେ ଥିବା ଏସ ଡି ଏଫ୍ ସି ବ୍ୟାଙ୍କ୍ ରୁ ଟଙ୍କା ଉଠାଇ ଗଡି ଡିକିରେ ରଖି ଥିଲେ। ସେଠାରୁ ଫେରିବା ବାଟରେ କିଛି ସଉଦା କିଣି ଖଦାଲ ପଡ଼ା ରେ ଥିବା ନିଜ ବନ୍ଧୁ ଙ୍କ ବେହେରା ମାଛ ଜାଲ ଦୋକାନ ରେ ଦିନ ପ୍ରୟ ୧୨.୩୦ ରେ କିଛି ସମୟ ବସି ଘରକୁ ଯାଇ ଦେଖିଲା ବେଳକୁ ଟଙ୍କା ନଥିଲା । ଖୋଜା ଖୋଜି କରି ସେ ମାଛ ଜାଲ ଦୋକାନ କୁ ଆସି ଆଖ ପାଖ ସିସିଟିଭି ଫୁଟେଜ ରୁ ତାଙ୍କ ଡ଼ିକିରୁ ସେଠାର ଚୋରି ହୋଇଥିବା ଜାଣି ପୋଲିସ କୁ ଖବାର ଦେଉଥିଲେ। ଟଙ୍କା ଆଣି ଏହି ଦୋକାନ ରେ ବସି ଥିଲା ବେଳେ ଏହି ଚୋରି କରିଥିବା ଦଳ ଦୋକାନ ଭିଡ ସୁଯୋଗ ନେଇ ଅପରାଧ କହିଛନ୍ତି। ଦୋକାନ ରେ ବସିଥିବା ସମୟ ରେ ଭିଡର ସୁଯୋଗ ନେଇ ତାଂକ ଗାଦି ଡିକି ଖୋଲି ଦୂର୍ବୁର୍ତ ଡିକିରୁ ଟଙ୍କା ମୁଣି ନେଇଯାଇଥିବା ସିସିଟିଭି ଫୁଟେଜ ଜଣା ପଡ଼ିଥିବା ବେଳେ ପୋଲିସ ରେ ଅଭିଯୋଗ ହୋଇଛି। ପୋଲିସ ଘଟଣସ୍ଥଳରେ ଆସି ବିଭିନ୍ନ ସିସିଟିଭି ଫୁଟେଜ ନେଇଥିବା ବେଳେ ଖୋଜ ଖବର ଆରମ୍ଭ କରି ଛନ୍ତି। ଏହା ଅନ୍ତ ରାଜ୍ୟ ଅପରାଧୀ ଙ୍କ କାମ ବୋଲି ପୋଲିସ କହୁଥିବା ଓ ଅପରାଧ ଘଟାଇ ଦଳ ଫେରାର ହୋଇ ଯାଇଛନ୍ତି ବୋଲି ପ୍ରକାଶ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande