ଆମ ସରକାର ମହିଳା ବିରୋଧୀ ଅପରାଧରେ ଶୁନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି- ଅମର ନାୟକ
ଭୁବନେଶ୍ୱର, 4 ଅଗଷ୍ଟ (ହି.ସ.)- ବଳଙ୍ଗା ଘଟଣାରେ ବିଜେଡ଼ିର ବନ୍ଦ ଡାକରାକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି । ବିଜେପି ବିଧାୟକ ଅମର ନାୟକ କହିଛନ୍ତି ଯେ, 25 ବର୍ଷରେ ଅତୀତ ସରକାର କେଉଁ ଭଳି ନ୍ୟାୟ ଦେଉଥିଲା । ଆମ ସରକାର ମହିଳା ବିରୋଧୀ ଅପରାଧରେ ଶୁନ୍ୟ ସହନଶୀଳତା ନୀତି
ଆମ ସରକାର ମହିଳା ବିରୋଧୀ     ଅପରାଧରେ ଶୁନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି- ଅମର ନାୟକ


ଭୁବନେଶ୍ୱର, 4 ଅଗଷ୍ଟ (ହି.ସ.)- ବଳଙ୍ଗା ଘଟଣାରେ ବିଜେଡ଼ିର ବନ୍ଦ ଡାକରାକୁ ନେଇ ବିଜେପି

ପ୍ରତିକ୍ରିୟା ରଖିଛି । ବିଜେପି ବିଧାୟକ ଅମର ନାୟକ କହିଛନ୍ତି ଯେ, 25 ବର୍ଷରେ ଅତୀତ ସରକାର

କେଉଁ ଭଳି ନ୍ୟାୟ ଦେଉଥିଲା । ଆମ ସରକାର ମହିଳା ବିରୋଧୀ ଅପରାଧରେ ଶୁନ୍ୟ ସହନଶୀଳତା ନୀତି

ଆପଣାଇଛନ୍ତି । ଆସାମୀ ଯିଏ ବି ହେଉଛି ଗିରଫ ହେଉଛନ୍ତି । ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ

ହେଉଛି । ବିଜେଡି ମହିଳାଙ୍କ ପ୍ରତି କେତେ ସମ୍ବେଦନଶୀଳ ତାହା ସମସ୍ତେ ଜାଣନ୍ତି । 100 ଘଟଣା

ଉଦାହରଣ ଅଛି । ଖୋଲା ବିତର୍କ ପାଇଁ ଆମେ ରାଜି । ରାଜନୀତି ନକରି ବିତର୍କକୁ ଆସନ୍ତୁ ବୋଲି

ବିଜେପି ବିଧାୟକ ଅମର ନାୟକ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande