ବିଏମସି କମିଶନରଙ୍କ ଜନଶୁଣାଣି
ଭୁବନେଶ୍ୱର, 4 ଅଗଷ୍ଟ (ହି.ସ.)- ନୂଆ ବିଏମସି କମିଶନରଙ୍କ ଜନ ଶୁଣାଣି । ରାଜଧାନୀର ବିଭିନ୍ନ ୱାର୍ଡର ନାଗରିକ ମାନେ ନିଜର ସମସ୍ୟା ନେଇ ବିଏମସି ଆସିଛନ୍ତି । ବିଏମସି କମିଶନର ଚଞ୍ଚଲ ରଣା ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ନାଗରିକଙ୍କ ସମସ୍ୟା ଶୁଣିବା
ବିଏମସି କମିଶନରଙ୍କ     ଜନଶୁଣାଣି


ଭୁବନେଶ୍ୱର, 4 ଅଗଷ୍ଟ (ହି.ସ.)- ନୂଆ ବିଏମସି

କମିଶନରଙ୍କ ଜନ ଶୁଣାଣି । ରାଜଧାନୀର ବିଭିନ୍ନ ୱାର୍ଡର ନାଗରିକ ମାନେ ନିଜର ସମସ୍ୟା ନେଇ ବିଏମସି

ଆସିଛନ୍ତି । ବିଏମସି କମିଶନର ଚଞ୍ଚଲ ରଣା ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି

ନାଗରିକଙ୍କ ସମସ୍ୟା ଶୁଣିବା ସହ ତୁରନ୍ତ ଆକ୍ସନ ପାଇଁ ଅଡ଼ର୍ର ଦେଉଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande