ଯୌତୁକ ପାଇଁ ବୋହୁଙ୍କୁ ମାରିଦେଇଥିବା ଅଭିଯୋଗ
ଭୁବନେଶ୍ୱର, 4 ଅଗଷ୍ଟ (ହି.ସ.) - ଯୌତୁକ ପାଇଁ ବୋହୁଙ୍କୁ ମାରିଦେଇଥିବା ଅଭିଯୋଗ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧୀନ ବରିମୁଣ୍ଡ ଗାଁରେ ଅଭାବନୀୟ ଘଟଣା I ରଶ୍ମିତା ସ୍ୱାଇଁଙ୍କୁ ଶ୍ୱଶୁର ଘର ଲୋକ ଯୌତୁକ ମାରିଦେଇଥିବା ଅଭିଯୋଗ ହୋଇଛି । ୯ ବର୍ଷ ତଳେ ଭଲ ପାଇ ବିବାହ କରିଥିଲେ
ଯୌତୁକ ପାଇଁ ବୋହୁଙ୍କୁ ମାରିଦେଇଥିବା     ଅଭିଯୋଗ


ଭୁବନେଶ୍ୱର, 4 ଅଗଷ୍ଟ (ହି.ସ.)

- ଯୌତୁକ ପାଇଁ ବୋହୁଙ୍କୁ ମାରିଦେଇଥିବା ଅଭିଯୋଗ । ଭୁବନେଶ୍ୱର

ମଞ୍ଚେଶ୍ୱର ଥାନା ଅଧୀନ ବରିମୁଣ୍ଡ ଗାଁରେ ଅଭାବନୀୟ ଘଟଣା I ରଶ୍ମିତା ସ୍ୱାଇଁଙ୍କୁ ଶ୍ୱଶୁର ଘର ଲୋକ ଯୌତୁକ ମାରିଦେଇଥିବା ଅଭିଯୋଗ ହୋଇଛି । ୯ ବର୍ଷ

ତଳେ ଭଲ ପାଇ ବିବାହ କରିଥିଲେ I ବାରମ୍ବାର ଯୌତୁକ ପାଇଁ ଘର ଲୋକଙ୍କୁ ଚାପ ପଡୁଥିବା ଅଭିଯୋଗ ହୋଇଛି । ଝିଅକୁ ମୋବାଇଲ

ଧରାଇ ଦେଉ ନଥିଲେ, ହଠାତ ଖବର ଦେଲେ

ଝିଅ ହସ୍ପିଟାଲରେ ଅଛି, ଦେଖିଲା ବେଳକୁ ଝିଅ

ନାହିଁ ବୋଲି ରଶ୍ମିତାଙ୍କ ବାପଘର ଲୋକେ

ଅଭିଯୋଗ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande