ଭୁବନେଶ୍ୱର, 4 ଅଗଷ୍ଟ (ହି.ସ.)
- ଆୟ ବହିର୍ଭୁତ
ସମ୍ପତି ଠୁଳ ଅଭିଯୋଗରେ ବୌଦ୍ଧ ଏମଭିଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ । ଭିଜିଲାନ୍ସକୁ ସନ୍ତୋଷ
ଜନକ ଉତ୍ତର ଦେଇ ପାରିନଥିଲେ ଗୋଲାପ ଚନ୍ଦ୍ର ହାଁସଦା । ରେଡ ବେଳେ ବାବୁଙ୍କର 44ଟି ପ୍ଲଟ ଠାବ ହୋଇଛି
। 1କେଜି ସୁନା ଶହ 2ଟି ସୁନା ବିସ୍କୁଟ, 2କେଜି ରୁପା ଓ 2.38 ନଗଦ ଟଙ୍କା ଜବତ ହୋଇଛି । 1କୋଟି
34ଲକ୍ଷର ବ୍ୟାଙ୍କ ଡିପୋଜିଟ ହୋଇଛି । ଝିଅର ମେଡିକାଲ ପାଠ ପଢ଼ାରେ 40ଲକ୍ଷ ଖର୍ଚ୍ଚ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା