ବିରୋଧୀ ମହିଳାଙ୍କ ଶବ ଉପରେ ରାଜନୀତି କରୁଛନ୍ତି - ପ୍ରଭାତୀ ପରିଡା
ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ )- ବଳଙ୍ଗା ଘଟଣା ରେ ବିରୋଧୀଙ୍କୁ କଡା କାଉଂଟର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ବିରୋଧୀ ମହିଳାଙ୍କ ଶବ ଉପରେ ରାଜନୀତି କରୁଛନ୍ତି। ମୁଁ ସବୁବେଳେ ଏହାକୁ ବିରୋଧ କରେ ଏବେ ବି କରୁଛି। ବିରୋଧୀ ତାଙ୍କ ରାଜନୈତିକ ସ୍ଥିତି ବଜାଇ ରଖିବା ପାଇଁ କଣ କ
ବିରୋଧୀ ମହିଳାଙ୍କ ଶବ ଉପରେ ରାଜନୀତି କରୁଛନ୍ତି - ପ୍ରଭାତୀ ପରିଡା


ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ )- ବଳଙ୍ଗା ଘଟଣା ରେ ବିରୋଧୀଙ୍କୁ କଡା କାଉଂଟର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ବିରୋଧୀ ମହିଳାଙ୍କ ଶବ ଉପରେ ରାଜନୀତି କରୁଛନ୍ତି। ମୁଁ ସବୁବେଳେ ଏହାକୁ ବିରୋଧ କରେ ଏବେ ବି କରୁଛି। ବିରୋଧୀ ତାଙ୍କ ରାଜନୈତିକ ସ୍ଥିତି ବଜାଇ ରଖିବା ପାଇଁ କଣ କରୁଛନ୍ତି ସେ ଉପରେ ମୁଁ କିଛି କହିବି ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande