ମାତୃ କ୍ଷୀର ଶିଶୁ ପାଇଁ ସର୍ବୋତମ କର୍ମଶାଳା ଅନୁଷ୍ଠିତ ହେବ
କେନ୍ଦୁଝର, ୫ ଅଗଷ୍ଟ (ହି.ସ.) - ଆସନ୍ତା ସାତ ତାରିଖରେ ସ୍ଥାନୀୟ ଅଡିଟୋରିୟମରେ ଏକ କାର୍ମଶାଳା ଅନୁଷ୍ଠିତ ହେବ। ମା କ୍ଷୀର ହିଁ ଶିଶୁ ମାନଙ୍କ ପାଇଁ ସର୍ବୋତମ ଶୀର୍ଷକ ନେଇ ଏହି କାର୍ମଶାଳା ଅନୁଷ୍ଠିତ ହେବ। ବିଶ୍ୱ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ଭାରତୀୟ ମେଡିକାଲ କାଉନସିଲ୍ ଦ୍ୱାରା ହେବାକୁ ଥିବା ଏହି
ମାତୃ କ୍ଷୀର ଶିଶୁ ପାଇଁ ସର୍ବୋତମ କର୍ମଶାଳା ଅନୁଷ୍ଠିତ ହେବ


କେନ୍ଦୁଝର, ୫ ଅଗଷ୍ଟ (ହି.ସ.) - ଆସନ୍ତା ସାତ ତାରିଖରେ ସ୍ଥାନୀୟ ଅଡିଟୋରିୟମରେ ଏକ କାର୍ମଶାଳା ଅନୁଷ୍ଠିତ ହେବ। ମା କ୍ଷୀର ହିଁ ଶିଶୁ ମାନଙ୍କ ପାଇଁ ସର୍ବୋତମ ଶୀର୍ଷକ ନେଇ ଏହି କାର୍ମଶାଳା ଅନୁଷ୍ଠିତ ହେବ। ବିଶ୍ୱ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ଭାରତୀୟ ମେଡିକାଲ କାଉନସିଲ୍ ଦ୍ୱାରା ହେବାକୁ ଥିବା ଏହି କର୍ମଶାଳାରେ ଜିଲ୍ଲାର ବହୁ ବିଧାୟକ ଙ୍କ ସହ ବିଶେଷଜ୍ଞ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande