ଗଣ୍ଡଗୋଳ ମାମଲାରେ ବିଜୁ ଛାତ୍ର ଜନତା ଦଳର କର୍ମୀ ଗିରଫ
ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ)- ରାସ୍ତା ଉପରେ ଗଣ୍ଡଗୋଳ କରି ବନ୍ଧା ହୋଇଛନ୍ତି ବିଜୁ ଛାତ୍ର ଜନତା ଦଳର କର୍ମୀ। ନୟାପଲ୍ଲୀ ପୋଲିସ ଗୌରାଙ୍ଗ ଚରଣ ଜେନା ଓ ବିଶ୍ୱ ରଞ୍ଜନ ଭୋଇଙ୍କୁ ଗିରଫ କରିଛି । ଗତ ୨୭ ତାରିଖ ଦିନ ଆକାଶ ନାମକ ଜନେ ବ୍ୟକ୍ତି ରାସ୍ତାରେ ଗଲା ବେଳେ ସାମାନ୍ୟ ଦୁର୍ଘଟଣାକୁ ନେଇ ଗୌରାଙ୍ଗ ଓ
ଗଣ୍ଡଗୋଳ ମାମଲାରେ ବିଜୁ ଛାତ୍ର ଜନତା ଦଳର କର୍ମୀ ଗିରଫ


ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ)- ରାସ୍ତା ଉପରେ ଗଣ୍ଡଗୋଳ କରି ବନ୍ଧା ହୋଇଛନ୍ତି ବିଜୁ ଛାତ୍ର ଜନତା ଦଳର କର୍ମୀ। ନୟାପଲ୍ଲୀ ପୋଲିସ ଗୌରାଙ୍ଗ ଚରଣ ଜେନା ଓ ବିଶ୍ୱ ରଞ୍ଜନ ଭୋଇଙ୍କୁ ଗିରଫ କରିଛି । ଗତ ୨୭ ତାରିଖ ଦିନ ଆକାଶ ନାମକ ଜନେ ବ୍ୟକ୍ତି ରାସ୍ତାରେ ଗଲା ବେଳେ ସାମାନ୍ୟ ଦୁର୍ଘଟଣାକୁ ନେଇ ଗୌରାଙ୍ଗ ଓ ବିଶ୍ୱ ରଞ୍ଜନ ଆକାଶ ଙ୍କୁ ମାଡ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାସହ କାର ଭଙ୍ଗା ରୁଜା ମଧ୍ୟ କରିଥିଲେ। ଯାହାକୁ ନେଇ ପୋଲିସ ଏହି ଦୁଇ ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ ହୋଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande