ଯୁବକକୁ ମରଣାନ୍ତକ ଆକ୍ରମଣ
ଗଂଜାମ, ୫ ଅଗଷ୍ଟ (ହି.ସ.)- ଗଂଜାମ ଜିଲ୍ଲା ଖଲ୍ଲିକୋଟରେ ବିପର୍ଯ୍ୟସ୍ତ ଆଇନ ସୃଖଳା ପରିସ୍ଥିତି। ପୂର୍ବ ଶତ୍ରୁତା କେନ୍ଦ୍ର କରି ଗତରାତିରେ( ସିଲୁ ପାହାନ) ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ସଂଘବଦ୍ଧ ଭାବରେ ଛୁରା ମାଡ କରି ହତ୍ଯା ଉଦ୍ୟମ କରିବା ପରେ ଘଟଣାସ୍ଥଳ ରୁ ଚମ୍ପଟ ମାରିଲ
ଯୁବକକୁ ମରଣାନ୍ତକ ଆକ୍ରମଣ


ଗଂଜାମ, ୫ ଅଗଷ୍ଟ (ହି.ସ.)- ଗଂଜାମ ଜିଲ୍ଲା ଖଲ୍ଲିକୋଟରେ ବିପର୍ଯ୍ୟସ୍ତ ଆଇନ ସୃଖଳା ପରିସ୍ଥିତି। ପୂର୍ବ ଶତ୍ରୁତା କେନ୍ଦ୍ର କରି ଗତରାତିରେ( ସିଲୁ ପାହାନ) ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ସଂଘବଦ୍ଧ ଭାବରେ ଛୁରା ମାଡ କରି ହତ୍ଯା ଉଦ୍ୟମ କରିବା ପରେ ଘଟଣାସ୍ଥଳ ରୁ ଚମ୍ପଟ ମାରିଲେ ଦୁର୍ବୁତ।ଖଲ୍ଲିକୋଟ ମାଟିଆ ସାହି ଅଞ୍ଚଳରେ ଏଭଳି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଯୁବକଙ୍କ ବେକ ଏବଂ ମୁଣ୍ଡରେ ଲାଗିଛି ଗଭୀର ଆଘାତ । ଖବର ପାଇ ତନାଘନା ଆରମ୍ଭ କରିଛି ପୋଲିସ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande