ଗଂଜାମ, 5 ଅଗଷ୍ଟ (ହି.ସ.) ବ୍ରହ୍ମପୁର ବଡଡାକ୍ତରଖାନାରେ ଅଭାବନୀୟ ଘଟଣା ଘଟିଛି । ନବଜାତ ଦୁଇ ଶିଶୁଙ୍କୁ ଗୋଟିଏ ସିଲିଣ୍ଡରରୁ ଅକ୍ସିଜେନ ଦେବା ଘଟଣା ସାଧାରଣରେ ଜଣାପଡିବା ପରେ ଆଲୋଡନ ସୃଷ୍ଟି ହୋଇଛି । ଏଘଟଣାକୁ ନେଇ ଦକ୍ଷିଣାଅଂଚଳ ରାଜସ୍ବ କମିଶନର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ