ସୁବର୍ଣ୍ଣପୁର, 5 ଅଗଷ୍ଟ (ହି.ସ.)
ସୁବର୍ଣ୍ଣପୁର ଜିଲ୍ଲା ୟୁନିଟ ଭଏସ ଅଫ ମିଡ଼ିଆ ସାମ୍ବାଦିକ ସଂଘ ତରଫରୁ ନୂତନ ଜିଲ୍ଲାପାଳ ଭାବରେ ଯୋଗଦାନ କରିଥିବା ନୃପରାଜ ସାହୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଗତକାଲି
ଭବ୍ୟ ସ୍ବାଗତ ସ୍ୱମର୍ଦ୍ଧନା ଦିଆ ଯାଇଥିଲା। ଜିଲ୍ଲାପାଳଙ୍କୁ ଭେଟି ସୋନପୁର ଆହାର କେନ୍ଦ୍ରର ପାଣି ସମସ୍ୟା, ସହରର ଟ୍ରାଫିକ ସମସ୍ୟା, ନୂତନ ବସଷ୍ଟାଣ୍ଡ ନିର୍ମାଣ, ରିଙ୍ଗ ରୋଡ ଅସମ୍ପୂର୍ଣ୍ଣ, ଦୀର୍ଘ୍ ଦିନ ପୌର ପ୍ରଶାସନ ତରଫରୁ ମଶା ମାରିବା ଗ୍ୟାସ ଦିଆ ଯାଇ ନ ଥିବା, ବିଭିନ୍ନ ଡ୍ରେନ ସମସ୍ୟା ବିଷୟ ରେ ନୂତନ ଜିଲ୍ଲାପାଳ ଙ୍କୁ ଅବଗତ କରାଯାଇ ଥିଲା। ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଏକ ୬ ଦଫା ଦାବି ସମ୍ମିଳିତ ସାମ୍ବାଦିକଙ୍କ ସମସ୍ୟା ସମ୍ମିଳିତ ଦାବୀପତ୍ର ପ୍ରଦାନ କରାଯାଇଛି। ପ୍ରମୁଖ ଦାବି ମଧ୍ୟ ରେ ରାଜ୍ୟ ରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ, ସାମ୍ବାଦିକଙ୍କୁ ପେନସନ ବ୍ୟବସ୍ଥା, ଅଧିସ୍ବୀକୃତ କମିଟି ପୁନଃ ଗଠନ, ସାମ୍ବାଦିକ ପରିବାର ଙ୍କୁ ମଧ୍ୟ ସ୍ୱାସ୍ଥ୍ୟବୀମା ଯୋଗାଇଦେବା, ମିଡ଼ିଆ ଏକାଡେମୀ ଗଠନ,୧୦ ବର୍ଷରୁ ଉର୍ଦ୍ଧ୍ବ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଲୋକସଭା ଭବନ କୁ ପ୍ରବେଶ ପତ୍ର ପ୍ରଦାନ ପରି ସାମ୍ବାଦିକ ଙ୍କ ହିତ ସକାଶେ ଏକ ଚିଠି ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରେରଣ କରାଯାଇଛି।ଆଜି ସୁବର୍ଣ୍ଣପୁର ଜିଲ୍ଲା ୟୁନିଟ ଭଏସ ଅଫ ମିଡ଼ିଆ ସାମ୍ବାଦିକ ସଂଘ ତରଫରୁ ନୂତନ ଜିଲ୍ଲାପାଳ ଭାବରେ ଯୋଗଦାନ କରିଥିବା ଶ୍ରୀ ନୃପରାଜ ସାହୁଙ୍କୁ ସୌଜନ୍ୟ ସାକ୍ଷାତ କାର ସହ ଭବ୍ୟ ସ୍ବାଗତ ସ୍ୱମର୍ଦ୍ଧନା ଦିଆ ଯାଇଥିଲା। ଜିଲ୍ଲାପାଳ ଙ୍କୁ ଭେଟି ସୋନପୁର ଆହାର କେନ୍ଦ୍ରର ପାଣି ସମସ୍ୟା, ସହର ର ଟ୍ରାଫିକ ସମସ୍ୟା, ନୂତନ ବସଷ୍ଟାଣ୍ଡ ନିର୍ମାଣ, ରିଙ୍ଗ ରୋଡ ଅସମ୍ପୂର୍ଣ୍ଣ, ଦୀର୍ଘ୍ ଦିନ ପୌର ପ୍ରଶାସନ ତରଫରୁ ମଶା ମାରିବା ଗ୍ୟାସ ଦିଆ ଯାଇ ନ ଥିବା, ବିଭିନ୍ନ ଡ୍ରେନ ସମସ୍ୟା ବିଷୟରେ ନୂତନ ଜିଲ୍ଲାପାଳ ଙ୍କୁ ଅବଗତ କରାଯାଇଥିଲା। ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ଦାବି ସମ୍ମିଳିତ ସାମ୍ବାଦିକଙ୍କ ସମସ୍ୟା ସମ୍ମିଳିତ ଦାବୀପତ୍ର ପ୍ରଦାନ କରାଯାଇଛି। ପ୍ରମୁଖ ଦାବି ମଧ୍ୟରେ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ, ସାମ୍ବାଦିକ ଙ୍କୁ ପେନସନ ବ୍ୟବସ୍ଥା, ଅଧିସ୍ବୀକୃତ କମିଟି ପୁନଃଗଠନ, ସାମ୍ବାଦିକ ପରିବାର ଙ୍କୁ ମଧ୍ୟ ସ୍ୱାସ୍ଥ୍ୟବୀମା ଯୋଗାଇଦେବା, ମିଡ଼ିଆ ଏକାଡେମୀ ଗଠନ,୧୦ ବର୍ଷରୁ ଉର୍ଦ୍ଧ୍ବ କାର୍ଯ୍ୟରତ ସାମ୍ବାଦିକଙ୍କୁ ଲୋକସଭା ଭବନକୁ ପ୍ରବେଶ ପତ୍ର ପ୍ରଦାନ ପରି ସାମ୍ବାଦିକ ଙ୍କ ହିତ ସକାଶେ ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯାଇଛି। ଆଜି ସୁବର୍ଣ୍ଣପୁର ଜିଲ୍ଲା ୟୁନିଟ ଭଏସ ଅଫ ମିଡ଼ିଆ ସାମ୍ବାଦିକ ସଂଘ ତରଫରୁ ନୂତନ ଜିଲ୍ଲାପାଳ ଭାବରେ ଯୋଗଦାନ କରିଥିବା ନୃପରାଜ ସାହୁଙ୍କୁ ସୌଜନ୍ୟ ସାକ୍ଷାତ କାର ସହ ଭବ୍ୟ ସ୍ବାଗତ ସ୍ୱମର୍ଦ୍ଧନା ଦିଆ ଯାଇଥିଲା। ଜିଲ୍ଲାପାଳ ଙ୍କୁ ଭେଟି ସୋନପୁର ଆହାର କେନ୍ଦ୍ର ର ପାଣି ସମସ୍ୟା, ସହର ର ଟ୍ରାଫିକ ସମସ୍ୟା, ନୂତନ ବସ ଷ୍ଟାଣ୍ଡ ନିର୍ମାଣ, ରିଙ୍ଗ ରୋଡ ଅସମ୍ପୂର୍ଣ୍ଣ, ଦୀର୍ଘ୍ ଦିନ ପୌର ପ୍ରଶାସନ ତରଫ ରୁ ମଶା ମାରିବା ଗ୍ୟାସ ଦିଆ ଯାଇ ନ ଥିବା, ବିଭିନ୍ନ ଡ୍ରେନ ସମସ୍ୟା ବିଷୟ ରେ ନୂତନ ଜିଲ୍ଲାପାଳ ଙ୍କୁ ଅବଗତ କରାଯାଇଥିଲା। ?ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ୬ ଦଫା ଦାବି ସମ୍ମିଳିତ ସାମ୍ବାଦିକ ଙ୍କ ସମସ୍ୟା ସମ୍ମିଳିତ ଦାବୀପତ୍ର ପ୍ରଦାନ କରାଯାଇଛି। ପ୍ରମୁଖ ଦାବି ମଧ୍ୟ ରେ ରାଜ୍ୟ ରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ, ସାମ୍ବାଦିକ ଙ୍କୁ ପେନସନ ବ୍ୟବସ୍ଥା, ଅଧିସ୍ବୀକୃତ କମିଟି ପୁନଃ ଗଠନ, ସାମ୍ବାଦିକ ପରିବାର ଙ୍କୁ ମଧ୍ୟ ସ୍ୱାସ୍ଥ୍ୟବୀମା ଯୋଗାଇଦେବା, ମିଡ଼ିଆ ଏକାଡେମୀ ଗଠନ,୧୦ ବର୍ଷ ରୁ ଉର୍ଦ୍ଧ୍ବ କାର୍ଯ୍ୟରତ ସାମ୍ବାଦିକଙ୍କୁ ଲୋକସଭା ଭବନକୁ ପ୍ରବେଶ ପତ୍ର ପ୍ରଦାନ ପରି ସାମ୍ବାଦିକଙ୍କ ହିତ ସକାଶେ ଏକ ଚିଠି ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରେରଣ କରାଯାଇଛି। ଏହି ସାକ୍ଷାତ କାର ସମୟ ରେ ସୁବର୍ଣ୍ଣପୁର ଜିଲ୍ଲା ୟୁନିଟ ଭଏସ ଅଫ ମିଡ଼ିଆ ସଭାପତି ସନ୍ତୋଷ କୁମାର ମିଶ୍ର, ସମ୍ପାଦକ ଭାସ୍କର ଦାଶ, ଉପସଭାପତି ରଞ୍ଜନ କୁମାର୍ ହୋତା, କୃପାସିନ୍ଧୁ ସୁନା, ଉପଦେଷ୍ଟା କମିଟି ସଦସ୍ୟ ସରୋଜ ପଧାନ, ସହଦେବ ମେହେରଙ୍କ ସହ ଅଶ୍ଵିନୀ ନେପାକ, ଉମାକାନ୍ତ ବାଘ,ରାମହରି ସେଠୀ , ଦେବାନନ୍ଦ ମେଣ୍ଡେଲି ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ