୫ ବସ୍ତିର ୧୭୬ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର
ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ)- ଭୁବନେଶ୍ୱରର ୫ ଟି ବସ୍ତିର ୧୭୬ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳିବ। ଭେଙ୍କଟଶ୍ୱର୍ ବସ୍ତି, ମହାବୀର ବସ୍ତି,ତାରିଣୀ ବସ୍ତିରୁ ମୋଟ ୨୮ ଜଣ , ଟିଟିଏସ୍ ବସ୍ତିରୁ ୨୯ ଜଣ,ପାନବରଜ ଲକ୍ଷ୍ମୀ ସାଗର ବସ୍ତିରୁ ୩୦ ଜଣ ,ପାନବରଜ ଲକ୍ଷ୍ମୀ ସାଗର ବସ୍ତି ଅର୍ଥାତ୍ ୪୪ ନମ୍ବର
୫ ବସ୍ତିର ୧୭୬ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର


ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ)- ଭୁବନେଶ୍ୱରର ୫ ଟି ବସ୍ତିର ୧୭୬ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳିବ। ଭେଙ୍କଟଶ୍ୱର୍ ବସ୍ତି, ମହାବୀର ବସ୍ତି,ତାରିଣୀ ବସ୍ତିରୁ ମୋଟ ୨୮ ଜଣ , ଟିଟିଏସ୍ ବସ୍ତିରୁ ୨୯ ଜଣ,ପାନବରଜ ଲକ୍ଷ୍ମୀ ସାଗର ବସ୍ତିରୁ ୩୦ ଜଣ ,ପାନବରଜ ଲକ୍ଷ୍ମୀ ସାଗର ବସ୍ତି ଅର୍ଥାତ୍ ୪୪ ନମ୍ବର ୱାର୍ଡ ରୁ ୩୧ ଜଣ ,ନିକୋପାର୍କ ବସ୍ତିରୁ ୩୨ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ପ୍ରମାଣପତ୍ର ବଂଟନ କରାଯିବ। ଏହି କାର୍ଯ୍ୟକ୍ରମରେ ବିଏମସି କମିଶନର ଚଂଚଳ ରଣା ଓ ମେୟର ସୁଲୋଚନା ଦାସ ଉପସ୍ଥିତ ଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande