ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ନେଇ ସାରା ରାଜ୍ୟ ବ୍ୟଥିତ - ଗଣେଶ୍ୱର ବେହେରା
ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ)- ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା। ସେ କହିଛନ୍ତି ଯେ ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ସାରା ରାଜ୍ୟ ବ୍ୟଥିତ ଏବଂ ଚିନ୍ତିତ। ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଆମ ପ୍ରସ୍ତୁତିରେ ପାରଦର୍ଶିତା ରହିବା ଦରକାର।
ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ନେଇ ସାରା ରାଜ୍ୟ ବ୍ୟଥିତ - ଗଣେଶ୍ୱର ବେହେରା


ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ)- ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା। ସେ କହିଛନ୍ତି ଯେ ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ସାରା ରାଜ୍ୟ ବ୍ୟଥିତ ଏବଂ ଚିନ୍ତିତ। ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଆମ ପ୍ରସ୍ତୁତିରେ ପାରଦର୍ଶିତା ରହିବା ଦରକାର। ଲଗାତାର ୩ ଟି ଘଟଣା ଘଟିଲାଣି । ସ୍ପାଏ କ୍ୟାମେରା ନେଇ ମନ୍ଦିର ପ୍ରବେଶ କରିବା ସମୟରେ ସୁରକ୍ଷା କର୍ମୀ କଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ସୁରକ୍ଷାକର୍ମୀ ତାଙ୍କୁ କାହିଁକି ଅଟକେଇ ପରିଲେ ନାହିଁ ? ସୁରକ୍ଷା ବ୍ୟବସ୍ଥାରେ ଛିଦ୍ର ଅଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande