ଉଗ୍ରବାଦ ବିରୋଧୀ କୌଶଳ ପାଠ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ପୋଲିସକୁ ବଡ଼ ମିଳିଛି ସଫଳତା
କେନ୍ଦୁଝର, ୮ ଅଗଷ୍ଟ (ହି.ସ.) - ରାଜ୍ୟ ପୋଲିସ ବିଭାଗ ଅଧିନରେ କୋରାପୁଟ ଜିଲ୍ଲାରେ ଥିବା ଏସଓଜି ଟ୍ରେନିଙ୍ଗ କେନ୍ଦ୍ରରେ ୧୩ ଦିନିଆ ଉଗ୍ରବାଦ ବିରୋଧୀ କୌଶଳ ପାଠ୍ୟକ୍ରମ ଆୟୋଜିତ ହୋଇଥିଲା। ଗତ ମେ ୮ ତାରିଖରୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ପାଠ୍ୟକ୍ରମ ରେ କେନ୍ଦୁଝର ଜିଲ୍ଲା ପୋଲିସକୁ ମିଳିଛି ବ
Anti extimist training


କେନ୍ଦୁଝର, ୮ ଅଗଷ୍ଟ (ହି.ସ.) - ରାଜ୍ୟ ପୋଲିସ ବିଭାଗ ଅଧିନରେ କୋରାପୁଟ ଜିଲ୍ଲାରେ ଥିବା ଏସଓଜି ଟ୍ରେନିଙ୍ଗ କେନ୍ଦ୍ରରେ ୧୩ ଦିନିଆ ଉଗ୍ରବାଦ ବିରୋଧୀ କୌଶଳ ପାଠ୍ୟକ୍ରମ ଆୟୋଜିତ ହୋଇଥିଲା। ଗତ ମେ ୮ ତାରିଖରୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ପାଠ୍ୟକ୍ରମ ରେ କେନ୍ଦୁଝର ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା। ମୋଟ ସାତୋଟି ବିଭାଗରେ କେନ୍ଦୁଝର ଜିଲ୍ଲା ପୋଲିସର ଡିବିଏଫ୍ ଟିମ୍ ପ୍ରଥମ ହେବା ସହ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଏନେଇ ଆଜି ଜିଲ୍ଲା ପୋଲିସ୍ ମୁଖ୍ୟାଳୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ଦଗଡୁ ସମସ୍ତ ଟିମକୁ ଏହି ସଫଳତା ପାଇଁ ସାଧୁବାଦ ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande