ସେମିଳିଗୁଡ଼ା ମହାବିଦ୍ୟାଳୟର ୪୦ତମ ପ୍ରତିଷ୍ଠା ଦିବସ ସମାରୋହରେ ପ୍ରଭାତି ପରିଡାଙ୍କ ଯୋଗଦାନ
ଭୁବନେଶ୍ୱର, 8 ଅଗଷ୍ଟ (ହି.ସ.)- କୋରାପୁଟ ଜିଲ୍ଲା ସେମିଳିଗୁଡ଼ାସ୍ଥିତ ସେମିଳିଗୁଡ଼ା ମହାବିଦ୍ୟାଳୟର ୪୦ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା। ଏହି ଅବସରରେ ପ୍ରତିଭାବାନ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଗହଣରେ କିଛି ସ୍ମର
ସେମିଳିଗୁଡ଼ା ମହାବିଦ୍ୟାଳୟର ୪୦ତମ ପ୍ରତିଷ୍ଠା ଦିବସ ସମାରୋହରେ ପ୍ରଭାତି ପରିଡାଙ୍କ     ଯୋଗଦାନ


ଭୁବନେଶ୍ୱର, 8 ଅଗଷ୍ଟ (ହି.ସ.)- କୋରାପୁଟ ଜିଲ୍ଲା ସେମିଳିଗୁଡ଼ାସ୍ଥିତ ସେମିଳିଗୁଡ଼ା ମହାବିଦ୍ୟାଳୟର ୪୦ତମ

ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା। ଏହି ଅବସରରେ

ପ୍ରତିଭାବାନ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଗହଣରେ କିଛି ସ୍ମରଣୀୟ ମୁହୂର୍ତ୍ତ

କାଟିବା ସହ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ ଉପମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ପ୍ରଭାତି ପରିଡା କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ଆଗକୁ ଯାଇ ନିଜ ମାଟି, ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣନ୍ତୁ ଏବଂ ମହାବିଦ୍ୟାଳୟର ଗୌରବମୟ ଇତିହାସରେ ଅଗଣିତ ଫର୍ଦ୍ଦ

ଯୋଡ଼ନ୍ତୁ, ପ୍ରଭୁ ଗୁପ୍ତେଶ୍ୱରଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande