ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବ
ଗଞାମ, ୯ ଅଗଷ୍ଟ (ହି.ସ.)- ଆଜି ମଧ୍ୟାହ୍ନରେ ଵ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବ ଭଞ୍ଜ ବିହାର ବିଜୁପଟ୍ଟନାୟକ ‌ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି ।‌ ଏଥିରେ ଓଡ଼ିଶାର ରାଜ୍ଯପାଳ ଡ଼କ୍ଟର ହରିବାଵୁ କମ୍ଵଵପତି ଅଧ୍ଧକ୍ଷତା‌ କରିଥିଵା‌ ଵେଳେ କେନ୍ଦ୍ରର‌ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବ


ଗଞାମ, ୯ ଅଗଷ୍ଟ (ହି.ସ.)- ଆଜି ମଧ୍ୟାହ୍ନରେ ଵ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବ ଭଞ୍ଜ ବିହାର ବିଜୁପଟ୍ଟନାୟକ ‌ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି ।‌ ଏଥିରେ ଓଡ଼ିଶାର ରାଜ୍ଯପାଳ ଡ଼କ୍ଟର ହରିବାଵୁ କମ୍ଵଵପତି ଅଧ୍ଧକ୍ଷତା‌ କରିଥିଵା‌ ଵେଳେ କେନ୍ଦ୍ରର‌ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମନ୍ତ୍ରୀ ଵିଭୁତି‌ଭୂଷଣ ଯେନା, ସୂର୍ଯ୍ୟ ବଂଶୀସୁରଜ, ଗୋକୁଳାନନ୍ଦ ମଲ୍ଲିକ ଓ‌ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହି ଓ ଅନୀତା ଶୁଭଦର୍ଶୀନୀ ଯୋଗଦେଇ ଦୀକ୍ଷାନ୍ତ ଓ ଉଦବୋଧନ ବକ୍ତଵ୍ଯ ପ୍ରଦାନ କରିଥିଲେ। ‌

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande