ଧର୍ମେନ୍ଦ୍ର ପ୍ରଧାନଙ୍କ ଗଞ୍ଜାମ ଗସ୍ତ
ଗଞାମ, ୯ ଅଗଷ୍ଟ (ହି.ସ.)- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଵ୍ରହ୍ମପୁର ଗସ୍ତରେ ଆସି ଗୋପାଳପୁରରେ ରାତ୍ରୀଯାପନ ପରେ ଆଜି ସକାଳେ ଵ୍ରହ୍ମପୁର ଆସି ମା ଵୁଢୀ ଠାକୁରାଣୀ‌ଙ୍କ ମନ୍ଦିରରେ ପୂଜାର୍ଚନା କରି ଆଶିଷ ଭିକ୍ଷା କରିବାପରେ ରାମଲିଙ୍ଗମ ଟ୍ଯାକ ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନଙ୍କ ଗଞ୍ଜାମ ଗସ୍ତ


ଗଞାମ, ୯ ଅଗଷ୍ଟ (ହି.ସ.)- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଵ୍ରହ୍ମପୁର ଗସ୍ତରେ ଆସି ଗୋପାଳପୁରରେ ରାତ୍ରୀଯାପନ ପରେ ଆଜି ସକାଳେ ଵ୍ରହ୍ମପୁର ଆସି ମା ଵୁଢୀ ଠାକୁରାଣୀ‌ଙ୍କ ମନ୍ଦିରରେ ପୂଜାର୍ଚନା କରି ଆଶିଷ ଭିକ୍ଷା କରିବାପରେ ରାମଲିଙ୍ଗମ ଟ୍ଯାକ ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିବା ପରେ ଵିରାଟ‌ ତ୍ରିରଙ୍ଗା‌ଯାତ୍ରାରେ ଯୋଗଦେଇ ପଦଯାତ୍ରା କରିଥିଲେ। ଏଥିରେ ବହୁ ବିଧାୟକ, ସାଂସଦ ଓ ବିଜେପି ନେତୃବୃନ୍ଦ ଯୋଗ ଦେଇଥିଲେ।

ଏହା ପରେ ଶ୍ରୀ ପ୍ରଧାନ ଭଞ୍ଜ ବିହାର ଯାତ୍ରା କରିଥିଲେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande