ଘଟଗାଁ,୯ଅଗଷ୍ଟ(ହି.ସ) ଜନକଲ୍ୟାଣପାଇଁରାଜ୍ୟ
ଓକେନ୍ଦ୍ରସରକାରବିଭିନ୍ନଯୋଜନାପ୍ରଣୟନକରିଛନ୍ତି।ଏଥିମଧ୍ୟରୁଆବାସଗ୍ରୃହବିଧବାବାର୍ଦ୍ଧକ୍ୟଭତ୍ତାଯୋଜନାଅନ୍ତର୍ଭୁକ୍ତ।କିନ୍ତୁଉକ୍ତଯୋଜନାରେନିରାଶ୍ରୟବିଧବାବାର୍ଦ୍ଧକ୍ୟବ୍ୟକ୍ତିବଞ୍ଚିତହେଉଥିବାଅଭିଯୋଗହୋଇଆସୁଛି।ପ୍ରକାଶଯେକେନ୍ଦୁଝରଜିଲ୍ଲାଘଟଗାଁବ୍ଲକତରଗ୍ରାମପଞ୍ଚାୟତବେଢାପାଳଗ୍ରାମରେଦେଖିବାକୁମିଳିଛି।ଏହିଆଦିବାସୀବହୁଳଗ୍ରାମରଦୁଇଜଣବୁଲୁରୀଜେନା(୭୦)ଓମଙ୍ଗୁଳୀନାଏକ(୬୬)ରେ ଉର୍ଦ୍ଧବର୍ଷହୋଇଥିଲେମଧ୍ୟଭତ୍ତାକିଆବାସଗୃହରୁବଞ୍ଚିତହୋଇନିରାଶ୍ରୟରେଦିନକାଟୁଛନ୍ତି।ଭତ୍ତାଗଣ୍ଡାକପାଇଁବାରମ୍ବାରପ୍ରଶାସନରଦ୍ୱାରସ୍ତହୋଇସୁଫଳପାଇପାରୁନଥିବାରୁବହୁଦୁଃଖକଷ୍ଟରେଜୀବିକାନିର୍ବାହକରୁଛନ୍ତି।ଏଣୁ ସରକାର ଏଥିପ୍ରତିତୁରନ୍ତପଦକ୍ଷେପନେବାକୁସାଧାରଣରେଦାବୀହେଉଛି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ