ସାଗର ପଡ଼ା ବାଲୁଙ୍କେଶ୍ୱର ବାବାଙ୍କ ଠାରେ ଶ୍ରାବଣ ପୂର୍ଣ୍ଣମୀରେ ଗଙ୍ଗା ଜଳସେଇ
ବଲାଙ୍ଗିର, ୯ ଅଗଷ୍ଟ (ହି.ସ.)- ଜିଲ୍ଲାର ସମସ୍ତ ଶୈବ ପୀଠ ରେ ମାସ ତମାମ ବାବାଙ୍କ ଠାରେ ଭକ୍ତ ମାନେ ଅରୁଆ ଅନ୍ନ ବିନା ପିଆଜ ରସୁଣ ଖାଇ ବିଭିନ୍ନ ଜଳ ଉତ୍ସରୁ ପବିତ୍ର ଜଳ ନେ଼ଇ ଖାଲି ପାଦରେ ଚାଲି ଗୌରିକ ବସ୍ତ୍ର ଧାରଣ କରି ଜଳ ସମର୍ପଣ କରି ଆସୁଥିଲେ। ବିଶେଷ କରି ପ୍ରତି ସୋମବାର ଦିନ ପ୍ରତି ଶିବାଳୟ ରେ
ସାଗର ପଡ଼ା ବାଲୁଙ୍କେଶ୍ୱର ବାବା ଙ୍କ ଠାରେ ଶ୍ରାବଣ ପୂର୍ଣ୍ଣମୀ ରେ ଗଙ୍ଗା ଜଳସେଇ

ବଲାଙ୍ଗିର, ୯ ଅଗଷ୍ଟ (ହି.ସ.)- ଜିଲ୍ଲାର ସମସ୍ତ ଶୈବ ପୀଠ ରେ ମାସ ତମାମ ବାବାଙ୍କ ଠାରେ ଭକ୍ତ ମାନେ ଅରୁଆ ଅନ୍ନ ବିନା ପିଆଜ ରସୁଣ ଖାଇ ବିଭିନ୍ନ ଜଳ ଉତ୍ସରୁ ପବିତ୍ର ଜଳ ନେ଼ଇ ଖାଲି ପାଦରେ ଚାଲି ଗୌରିକ ବସ୍ତ୍ର ଧାରଣ କରି ଜଳ ସମର୍ପଣ କରି ଆସୁଥିଲେ। ବିଶେଷ କରି ପ୍ରତି ସୋମବାର ଦିନ ପ୍ରତି ଶିବାଳୟ ରେ ଧାଡ଼ି ରେ ଦର୍ଶନ କରୁଥିଲେ। ସହର ଭିତରେ ଥିବା ଲୋକନାଥ ମନ୍ଦିର, ଟାଗ୍ରେଶ୍ୱର୍ ମନ୍ଦିର, ଖୁଜେନ ପାଲି ମହାଦେବ ମନ୍ଦିର, ଶାନ୍ତିପଡ଼ା ଚନ୍ଦ୍ରଶେଖର ବାବା, ଙ୍କ ମନ୍ଦିର ରେ ଭିଡ କୁ ଦେଖି ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ବ୍ୟବସ୍ଥା ହୋଇଥିଲା।

ଶ୍ରାବଣ ଶେଷ ଦିବସ ପୂର୍ଣ୍ଣମୀରେ ଭୋର ସକାଳୁ ମନ୍ଦୀର ଗୁଡ଼ିକ ରେ ଭକ୍ତ ମାନେ ବାବା ଙ୍କ ପୂଜା ଅର୍ଚ୍ଚନା ସହିତ ଜଳ ନେଇ ଲିଙ୍ଗ ରେ ଅର୍ପଣ କରିଥିଲେ। ସ୍ଥାନୀୟ ସାଗର ପଡ଼ା ବାଲୁଙ୍କେଶ୍ୱର ବାବା ଙ୍କ ମନ୍ଦୀର ରେ ପୂଜା କମିଟି ତରଫରୁ ଗଙ୍ଗା ନଦୀରୁ ପାବିତ୍ର ଜଳ ଅଣାଯାଇ ଜଳାସେଇ କରା ଯାଉଥିଲା। ସକାଳ ୧୦ଟା ୩୦ ରୁ ଭକ୍ତ ପୁରୁଷ ମହିଳା ମାନେ କଳସ ରେ ଜଳ ନେଇ ଫୁଲ ବେଲପତ୍ର ଦେଈ ବାବାଙ୍କ ଠାରେ ଅର୍ପଣ କରୁଥିଲେ। ମନ୍ଦିର କମୀଟି ତରଫରୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande