ଶଙ୍ଖ ଭବନରେ ବିଜେଡି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳନ
ଭୁବନେଶ୍ୱର, 9 ଅଗଷ୍ଟ (ହି.ସ.)- ଶଙ୍ଖ ଭବନରେ ବିଜେଡି ପକ୍ଷରୁ ପାଳନ ହେଉଛି ବିଶ୍ୱ ଆଦିବାସୀ ଦିବସ । ଏଥିପାଇଁ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଆଦିବାସୀଙ୍କ ପାରମ୍ପରିକ ବାଦ୍ୟ ସହ ନାଚଗୀତରେ ମସଗୁଲ ନେତା ଓ କର୍ମୀ। ବରିଷ୍ଠ ଉପ ସଭାପତି ମୁଖ୍ୟାଳୟ ଦେବୀ ମିଶ୍ର, ଉପ ସଭ
ଶଙ୍ଖ ଭବନରେ ବିଜେଡି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳନ


ଭୁବନେଶ୍ୱର, 9 ଅଗଷ୍ଟ (ହି.ସ.)- ଶଙ୍ଖ ଭବନରେ ବିଜେଡି ପକ୍ଷରୁ ପାଳନ ହେଉଛି ବିଶ୍ୱ ଆଦିବାସୀ ଦିବସ । ଏଥିପାଇଁ

ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଆଦିବାସୀଙ୍କ ପାରମ୍ପରିକ ବାଦ୍ୟ ସହ ନାଚଗୀତରେ

ମସଗୁଲ ନେତା ଓ କର୍ମୀ। ବରିଷ୍ଠ ଉପ ସଭାପତି ମୁଖ୍ୟାଳୟ ଦେବୀ ମିଶ୍ର, ଉପ ସଭାପତି ସଞ୍ଜୟ ଦାସବର୍ମା, ବରିଷ୍ଠ

ନେତା ସୁଦାମ ମାରାଣ୍ଡି, ବିଧାୟକ ସୁଶାନ୍ତ ରାଉତ ଓ

ପୂର୍ବତନ ବିଧାୟିକା ବାସନ୍ତୀ ହେମ୍ବ୍ରମ ଭଳି ନେତୃବୃନ୍ଦ ମାନେ ଉପସ୍ଥିତ ଅଛନ୍ତି। ତେବେ

ବିଜେପି ସରକାରରେ ଆଦିବାସୀମନେ ଅବହେଳିତ ବୋଲି ବିଜେଡି

ଅଭିଯୋଗ କରିବା ସହ ଆଗକୁ ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ କରିବ ବୋଲି ଆହ୍ୱାନ ଦେଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande