କାଲି କଳିଙ୍ଗ ଷ୍ଟାଡିୟମରେ ୱାର୍ଲ୍ଡ ଆଥଲେଟିକ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ
ଭୁବନେଶ୍ୱର, 9 ଅଗଷ୍ଟ (ହି.ସ.) - ଆସନ୍ତାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଅନୁଷ୍ଠିତ ହେବାକୁ ଯାଉଛି ୱାର୍ଲଡ ଆଥଲେଟିକ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ । ଏଥିପାଇଁ ଖେଳାଳିମାନେ ଭୁବନେଶ୍ୱରରେ ପହଂଚି ଅଭ୍ୟାସ ଆରମ୍ଭ କରିଛନ୍ତି । ଟୁର୍ନାମେଣ୍ଟକୁ ନେଇ ସମସ୍ତେ ଆଶାବାଦୀ ଥିବା
କାଲି କଳିଙ୍ଗ ଷ୍ଟାଡିୟମରେ ୱାର୍ଲ୍ଡ ଆଥଲେଟିକ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ


ଭୁବନେଶ୍ୱର, 9 ଅଗଷ୍ଟ (ହି.ସ.)

- ଆସନ୍ତାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଅନୁଷ୍ଠିତ ହେବାକୁ ଯାଉଛି

ୱାର୍ଲଡ ଆଥଲେଟିକ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ । ଏଥିପାଇଁ ଖେଳାଳିମାନେ ଭୁବନେଶ୍ୱରରେ ପହଂଚି ଅଭ୍ୟାସ ଆରମ୍ଭ

କରିଛନ୍ତି । ଟୁର୍ନାମେଣ୍ଟକୁ ନେଇ ସମସ୍ତେ ଆଶାବାଦୀ ଥିବା ସହ ଭାରତ ଘରୋଇ ମାଟିରେ ଭଲ

ପ୍ରଦର୍ଶନ କରିବ ବୋଲି ଆଶାବାଦୀ ଅଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande