ଭୁବନେଶ୍ୱର, 9 ଅଗଷ୍ଟ (ହି.ସ.)
- ରକ୍ଷା ବନ୍ଧନରେ ପରିବହନ ବିଭାଗର ସୁରକ୍ଷା ବାର୍ତ୍ତା । ସଡକ ସୁରକ୍ଷା
ବାର୍ତ୍ତା ଥିମ୍ ରାକ୍ଷୀ ପିନ୍ଧାଇଲା ବିଭାଗ । କମିଶନର ଓ ଟ୍ରାଫିକ ଥାନା ଅଧିକାରୀଙ୍କ
ଉପସ୍ଥିତିରେ ପାଳନ ହେଲା ରାକ୍ଷୀ ପୂର୍ଣିମା । ଘରୁ ବାହାରିଲେ ସଡକ ସୁରକ୍ଷା
ନିୟମକୁ ପାଳନ କରିବା ପାଇଁ ବିଭାଗ କରାଇଲା
ସଚେତନତା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା