କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଆଇଜର କାର୍ଯ୍ୟକ୍ରମ
ଗଞ୍ଜାମ, ୯ ଅଗଷ୍ଟ(ହିସ) - କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବ ସାରି ଲାଉଡି ଗାଁ ଆଇଜରକୁଯାଇ ଅପରାହ୍ନ ରେଆଇଜରର ୫ମ ସମାବର୍ତନ ଉତ୍ସବରେ ଯୋଗ ଦେବା ସହ ଛାତ୍ରାବାସ ଓ ଷ୍ଟାଫ୍ କ୍ୱାଟର ନିର୍ମାଣ ପାଇଁ ଶୁଭ ଦେବାପରେ ସନ୍ଧ୍ୟାରେ ଗୋପାଳପୁର ଯାଇ ରାତ୍ରି
କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଆଇଜର କାର୍ଯ୍ୟକ୍ରମ


ଗଞ୍ଜାମ, ୯ ଅଗଷ୍ଟ(ହିସ) - କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବ ସାରି ଲାଉଡି ଗାଁ ଆଇଜରକୁଯାଇ ଅପରାହ୍ନ ରେଆଇଜରର ୫ମ ସମାବର୍ତନ ଉତ୍ସବରେ ଯୋଗ ଦେବା ସହ ଛାତ୍ରାବାସ ଓ ଷ୍ଟାଫ୍ କ୍ୱାଟର ନିର୍ମାଣ ପାଇଁ ଶୁଭ ଦେବାପରେ ସନ୍ଧ୍ୟାରେ ଗୋପାଳପୁର ଯାଇ ରାତ୍ରିଯାପନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande