କାଲି ବେଙ୍ଗାଲୁରୁ ଗସ୍ତ କରିବେ ପିଏମ ମୋଦି
ବେଙ୍ଗାଲୁରୁ, 9 ଅଗଷ୍ଟ (ହି.ସ.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଲି ୧୦ ଅଗଷ୍ଟରେ ବେଙ୍ଗାଲୁରୁ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ତିନିଟି ବନ୍ଦେ ଭାରତ୍ ଟ୍ରେନର ଶୁଭାରମ୍ଭ କରିବେ । ଏଥିରେ ବେଙ୍ଗାଲୁରୁ ମେଟ୍ରୋ ୟେଲୋ ଲାଇନ୍ ଏବଂ ନୂତନ ବେଙ୍ଗାଲୁରୁ-ବେଲଗାଭି ‘ବନ୍
କାଲି ବେଙ୍ଗାଲୁରୁ ଗସ୍ତ କରିବେ ପିଏମ ମୋଦି


ବେଙ୍ଗାଲୁରୁ, 9 ଅଗଷ୍ଟ (ହି.ସ.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଲି ୧୦ ଅଗଷ୍ଟରେ ବେଙ୍ଗାଲୁରୁ ଗସ୍ତ

କରିବେ। ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ତିନିଟି ବନ୍ଦେ ଭାରତ୍ ଟ୍ରେନର ଶୁଭାରମ୍ଭ କରିବେ । ଏଥିରେ

ବେଙ୍ଗାଲୁରୁ ମେଟ୍ରୋ ୟେଲୋ ଲାଇନ୍ ଏବଂ ନୂତନ ବେଙ୍ଗାଲୁରୁ-ବେଲଗାଭି ‘ବନ୍ଦେ ଭାରତ’

ଟ୍ରେନ

ସେବା ସାମିଲ ଅଛି।

ନୂତନ ବନ୍ଦେ ଭାରତ୍ ଟ୍ରେନଗୁଡ଼ିକ ବେଙ୍ଗାଲୁରୁ-ବେଲଗାମ,

ନାଗପୁର-ଅଜନି-ପୁଣେ

ଏବଂ ଅମୃତସର-ଶ୍ରୀମାତା ବୈଷ୍ଣୋ ଦେବୀ କଟରା ମଧ୍ୟରେ ଚଳାଚଳ କରିବ। ପିଏମଙ୍କ ଗସ୍ତକୁ ଦୃଷ୍ଟିରେ

ରଖି ସହରରେ କଡାକଡି କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande