ରାକ୍ଷୀ ପୂର୍ଣ୍ଣିମା ଓ ଶ୍ରୀବଳଭଦ୍ର ଜନ୍ମର ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 9 ଅଗଷ୍ଟ (ହି.ସ.)- ରାକ୍ଷୀ ପୂର୍ଣ୍ଣିମା ଓ ଶ୍ରୀବଳଭଦ୍ର ଜନ୍ମରଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଆମ ସଭ୍ୟତା ଓ ସଂସ୍କୃତିରେ ଭଉଣୀର ସୁରକ୍ଷା ଆମର ପ୍ରାଥମିକତା। ରାକ୍ଷୀ ପୂର୍ଣ
ରାକ୍ଷୀ ପୂର୍ଣ୍ଣିମା ଓ ଶ୍ରୀବଳଭଦ୍ର ଜନ୍ମର ଶୁଭେଚ୍ଛା     ଜଣାଇଲେ ପ୍ରଭାତି ପରିଡା


ଭୁବନେଶ୍ୱର, 9 ଅଗଷ୍ଟ (ହି.ସ.)- ରାକ୍ଷୀ ପୂର୍ଣ୍ଣିମା ଓ ଶ୍ରୀବଳଭଦ୍ର ଜନ୍ମରଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ

ପ୍ରଭାତି ପରିଡା କହିଛନ୍ତି ଯେ, ଆମ ସଭ୍ୟତା ଓ ସଂସ୍କୃତିରେ ଭଉଣୀର ସୁରକ୍ଷା ଆମର ପ୍ରାଥମିକତା।

ରାକ୍ଷୀ ପୂର୍ଣ୍ଣିମା ଓ ଶ୍ରୀବଳଭଦ୍ର ଜନ୍ମର ଶୁଭ ଅବସରରେ ଅଭିନନ୍ଦନ ଜଣାଇବା ସହ ରାଜ୍ୟର ସବୁ

ମା-ଭଉଣୀ ଏବଂ ସେମାନଙ୍କର ପରିବାରର ସୁଖ ଓ ସମୃଦ୍ଧି କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande