ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ ଏଆଇ- ପଞ୍ଚାୟତିରାଜ ମନ୍ତ୍ରୀ
ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.) -ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ ଏଆଇ ।ବ୍ୟବସ୍ଥାକୁ ସରଳିକରଣ କରି ଏଆଇଉପଯୋଗ କରି ବ୍ୟବସ୍ଥିତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ପୁଞ୍ଜିପତି ଘର ନେଇ
ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ     ଧରିବ ଏଆଇ- ପଞ୍ଚାୟତିରାଜ ମନ୍ତ୍ରୀ


ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.)

-ଅଯୋଗ୍ୟ ଆବାସ

ହିତାଧିକାରୀଙ୍କୁ ଧରିବ ଏଆଇ ।ବ୍ୟବସ୍ଥାକୁ ସରଳିକରଣ କରି ଏଆଇଉପଯୋଗ କରି ବ୍ୟବସ୍ଥିତ

କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି

ନାରାୟଣ ନାଏକ । ପୁଞ୍ଜିପତି ଘର ନେଇଥିଲେ ହେବ କାର୍ଯ୍ୟନୁଷ୍ଠାନ । ଆବାସ କିମ୍ୱା ଅନ୍ତୋଦ୍ୟାୟ

ଯୋଜନାରେ ଘର ନେଇଥିଲେ ହେବ ଆକ୍ସନ । ଘର ପାଇକି ତିଆରି ନକରିବା ନଜିର ବହୁତ କମ ରହିଛି । ଏଥିପାଇଁ

ବିଭାଗ ପୁରା ଦୃଷ୍ଟି ରଖିଛି । କାଁ ଭାଁ କେଉଁଠି ଥାଇପାରେ । କିନ୍ତୁ ଘର ଟାଇମରେ ସାରିବାକୁ

ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande