ଦୁର୍ଗା ପୂଜା ପୂର୍ବରୁ ରାସ୍ତାଘାଟ ମରାମତି କାମ ସରିବ
ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.) - ଦୁର୍ଗା ପୂଜା ପୂର୍ବରୁ ରାସ୍ତାଘାଟ ମରାମତି କାମ ସରିବ । ଏ ନେଇ ପୂର୍ତ୍ତ, ନଗର ଉନ୍ନୟନ ଓ ଅନ୍ୟ ବିଭାଗ ସଚେତନ ଅଛନ୍ତି । କାମ ତ୍ୱରାନ୍ୱିତ ଚାଲିଛି । ଦୁର୍ଗା ପୂଜାକୁ ଦୃଷ୍ଟିରେ ରଖି ନଗର ଉନ୍ନୟନ ବିଭାଗ ଡ୍ରେନ ସଫା, ସାଜସଜ୍ଜା, ଘାସ କ
ଦୁର୍ଗା ପୂଜା ପୂର୍ବରୁ     ରାସ୍ତାଘାଟ ମରାମତି କାମ ସରିବ


ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.)

- ଦୁର୍ଗା ପୂଜା

ପୂର୍ବରୁ ରାସ୍ତାଘାଟ ମରାମତି କାମ ସରିବ । ଏ ନେଇ ପୂର୍ତ୍ତ, ନଗର ଉନ୍ନୟନ ଓ ଅନ୍ୟ ବିଭାଗ ସଚେତନ ଅଛନ୍ତି । କାମ ତ୍ୱରାନ୍ୱିତ

ଚାଲିଛି । ଦୁର୍ଗା ପୂଜାକୁ ଦୃଷ୍ଟିରେ ରଖି ନଗର ଉନ୍ନୟନ ବିଭାଗ ଡ୍ରେନ ସଫା, ସାଜସଜ୍ଜା, ଘାସ କଟା, ଲାଇଟ ଜାଳିବା, ସ୍ଲାବ ପକେଇବା, ସଫା ସୁତୁରାକୁ

ଗୁରୁତ୍ୱ ଦେଉଛନ୍ତି । ପାର୍କିଂ ପାଇଁ ଏଥର ଅଧିକ ବ୍ୟବସ୍ଥା କରାଯିବ । ଏନେଇ ଆଜି ସମୀକ୍ଷା

ବୈଠକ ବସିବ ବୋଲି ଗୃହ ଏବଂ ନଗର ଉନ୍ନୟନ

ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande