ଭୁବନେଶ୍ୱର,୧୦ ସେପ୍ଟେମ୍ବର(ହି.ସ.)- ନୂଆପଡ଼ାକୁ ନେଇ ବିଜେଡ଼ି ଦମ୍ଭୋକ୍ତି ଦେଖାଇଛି। ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି ନୂଆପଡ଼ା ଉପ ନିର୍ବାଚନରେ ବିଜେଡ଼ି ଶତ ପ୍ରତିଶତ ଗ୍ୟାରେଂଟିର ସହ ଜିତିକି ଆସିବ। ଆପଣ ସମୟକୁ ଅପେକ୍ଷା କରନ୍ତୁ। ନୂଆପଡ଼ା ନିର୍ବାଚନମଣ୍ଡଳୀ ବିଜେଡି ଓ ନବୀନ ବାବୁଙ୍କ ସହ ଦୀର୍ଘଦିନ ଧରି ରହିଛି। ଆଗକୁ ବି ନୂଆପଡ଼ା ନିର୍ବାଚନ ମଣ୍ଡଳୀ ବିଜେଡି ସହ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା