କେନ୍ଦ୍ର ଓ ରାଜ୍ୟ ସରକାର ମିଶି ସୀମା ବିବାଦକୁ ଚାପି ଦେଉଛନ୍ତି - ଅରୁଣ ସାହୁ
ଭୁବନେଶ୍ୱର,୧୧ ସେପ୍ଟେମ୍ବର(ହି.ସ.) - କୋଟିଆ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କୁ କାଉଂଟର କରିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି ୨୪ ବର୍ଷରୁ ୯ ବର୍ଷ ବିଜେପି ଆମ ସହିତ ଥିଲା। ଆଉ ମେଂଟ ସରକାରରେ ରାଜସ୍ୱ ବିଭାଗ ତାଙ୍କ ପାଖରେ ଥିଲା। ସମସ୍ୟାକୁ ଚାଦର ଘୋଡାଇବାକୁ ସେ ଚେଷ୍ଟା କରୁଛନ୍ତି।
କେନ୍ଦ୍ର ଓ ରାଜ୍ୟ ସରକାର ମିଶି ସୀମା ବିବାଦକୁ ଚାପି ଦେଉଛନ୍ତି - ଅରୁଣ ସାହୁ


ଭୁବନେଶ୍ୱର,୧୧ ସେପ୍ଟେମ୍ବର(ହି.ସ.) - କୋଟିଆ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କୁ କାଉଂଟର କରିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି ୨୪ ବର୍ଷରୁ ୯ ବର୍ଷ ବିଜେପି ଆମ ସହିତ ଥିଲା। ଆଉ ମେଂଟ ସରକାରରେ ରାଜସ୍ୱ ବିଭାଗ ତାଙ୍କ ପାଖରେ ଥିଲା। ସମସ୍ୟାକୁ ଚାଦର ଘୋଡାଇବାକୁ ସେ ଚେଷ୍ଟା କରୁଛନ୍ତି। ସୀମା ବିବାଦ ତୀବ୍ର ହେଲାଣି। ପାର୍ଟ ପ୍ଲଟରେ ଲୋକେ ହନ୍ତସନ୍ତ। ଛତିଶଗଡ଼ରେ ବିଜେପି, ଆନ୍ଧ୍ରରେ ମେଂଟ, ତେଣୁ ଉଭୟ ସରକାର ମିଶି ସମସ୍ୟାକୁ ଚାପି ଦେଉଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande