ଗାଁରେ ପଶିଲା ହାତୀ, ଭାଙ୍ଗିଲା ଘର, କାନ୍ଥ ପଡ଼ି ମା ଝିଅ ଏବଂ ନାତି ଗୁରୁତର
କେନ୍ଦୁଝର, ୧୧ ସେପ୍ଟେମ୍ବର (ହି.ସ.) - ଘରେ ଶୋଇଥିଲେ ବେଳେ ଗାଁରେ ପଶି ହାତୀ ଘର ଭାଙ୍ଗି ଦେଇଛି । ଏହି ହାତୀ ପଶିବା ପରେ ଘର କାନ୍ଥ ପଡ଼ି ମା ଝିଅ ଏବଂ ନାତି ଗୁରୁତର ହୋଇଛନ୍ତି । ଏହି ଘଟଣା ଘଟିଛି କେନ୍ଦୁଝର ସଦର ବ୍ଲକ ମହାଦେଈଯୋଡା ପଂଚାୟତ ଡାଳିମାପୁର ଗାଁରେ । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚ
ଗାଁରେ ପଶିଲା ହାତୀ, ଭାଙ୍ଗିଲା ଘର, କାନ୍ଥ ପଡ଼ି ମା ଝିଅ ଏବଂ ନାତି ଗୁରୁତର


କେନ୍ଦୁଝର, ୧୧ ସେପ୍ଟେମ୍ବର (ହି.ସ.) - ଘରେ ଶୋଇଥିଲେ ବେଳେ ଗାଁରେ ପଶି ହାତୀ ଘର ଭାଙ୍ଗି ଦେଇଛି । ଏହି ହାତୀ ପଶିବା ପରେ ଘର କାନ୍ଥ ପଡ଼ି ମା ଝିଅ ଏବଂ ନାତି ଗୁରୁତର ହୋଇଛନ୍ତି । ଏହି ଘଟଣା ଘଟିଛି କେନ୍ଦୁଝର ସଦର ବ୍ଲକ ମହାଦେଈଯୋଡା ପଂଚାୟତ ଡାଳିମାପୁର ଗାଁରେ । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande