ଚଳିତ ବର୍ଷ ସାରର ଅଧିକ ଆବଶ୍ୟକତା ରହିଛି - କେଭି ସିଂ ଦେଓ
ଭୁବନେଶ୍ୱର, ୧୧ ସେପ୍ଟେମ୍ବର (ହି.ସ.) - ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ସାରର ଅଧିକ ଆବଶ୍ୟକତା ରହିଛି। ଯେତିକି ସାର ଆବଶ୍ୟକ ତା''ଠୁ ଅଧିକ ସାର ଆସିଛି ବୋଲି ସାର ସମୀକ୍ଷା ବୈଠକ ପରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ପ୍ରତିକ୍ରିୟା ଦେଇ କହିଛନ୍ତି। ସେ କହିଛନ୍ତି କିଛି ରାଜ୍ୟରେ ସାର ସଂକଟ ନାହିଁ
ଚଳିତ ବର୍ଷ ସାରର ଅଧିକ ଆବଶ୍ୟକତା ରହିଛି - କେଭି ସିଂ ଦେଓ


ଭୁବନେଶ୍ୱର, ୧୧ ସେପ୍ଟେମ୍ବର (ହି.ସ.) - ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ସାରର ଅଧିକ ଆବଶ୍ୟକତା ରହିଛି। ଯେତିକି ସାର ଆବଶ୍ୟକ ତା'ଠୁ ଅଧିକ ସାର ଆସିଛି ବୋଲି ସାର ସମୀକ୍ଷା ବୈଠକ ପରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ପ୍ରତିକ୍ରିୟା ଦେଇ କହିଛନ୍ତି। ସେ କହିଛନ୍ତି କିଛି ରାଜ୍ୟରେ ସାର ସଂକଟ ନାହିଁ । ସ୍ଥାନରେ ସାରର କଳାବଜାରୀ ହେଉଛି। ସାର କଳାବଜାରୀ ହେଉଥିବା ରାଜ୍ୟର ୫୮ ଟି ସ୍ଥାନରେ ଚଢ଼ାଉ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande