ଗଂଜାମ, 11 ସେପ୍ଟେମ୍ବର (ହି.ସ.)
ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପୃଥକ୍ ପୃଥକ୍ ତିନୋଟି ସ୍ଥାନରେ ଚଢାଉ କରାଯାଇଛି । ରେଡ୍ ସମୟରେ ୧୫୦ ଗ୍ରାମ ବ୍ରାଉନ ସୁଗାର ଓ ୨୦ ଲିଟର ନକଲି ମଦ ଜବତ କରିଛନ୍ତି। ଏହି ଘଟଣାରେ ଜଡ଼ିତ ଥିବା ୪ଜଣକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ