ଆସନ୍ତା 16ରେ ବସିବ ସର୍ବଦଳୀୟ ବୈଠକ
ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.)- ଆସନ୍ତା 16ରେ ବସିବ ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ। ସୁରୁଖୁରୁରେ ବିଧାନସଭା ମୌସୁମୀ ଅଧିବେଶନ ଶେଷ କରିବା ପାଇଁ ବସିବ ସର୍ବଦଳୀୟ ବୈଠକ। ଆସନ୍ତା 18 ରୁ 25 ତାରିଖ ଯାଏଁ ରହିଛି ବିଧାନସଭା ମ
ଆସନ୍ତା 16ରେ ବସିବ     ସର୍ବଦଳୀୟ ବୈଠକ


ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.)- ଆସନ୍ତା 16ରେ

ବସିବ ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ। ସୁରୁଖୁରୁରେ

ବିଧାନସଭା ମୌସୁମୀ ଅଧିବେଶନ ଶେଷ କରିବା ପାଇଁ ବସିବ ସର୍ବଦଳୀୟ ବୈଠକ। ଆସନ୍ତା 18 ରୁ 25

ତାରିଖ ଯାଏଁ ରହିଛି ବିଧାନସଭା ମୌସୁମୀ ଅଧିବେଶନ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande