ଗଂଜାମ, 11 ସେପ୍ଟେମ୍ବର (ହି.ସ.) ବ୍ରହ୍ମପୁର ନିମଖଣ୍ଡି ଗାଁ ନିକଟ ନାଳରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିଵା ଦେଖିବାକୁ ମିଳିଥିଲା। ଖବର ପାଇ ନିମଖଣ୍ଡି ପୁଲସ ଘଟଣା ସ୍ଥଳରୁ ଶଵ ଜଵତ କରି ବ୍ୟବଛେଦ ପାଇଁ ଵଡଡାକ୍ତରଖାନାକୁ ପଠାଈ ଘଟଣାର ତଦନ୍ତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ