ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.)- ଆଜି ଭାରତୀୟ
ଜନତା ଯୁବମୋର୍ଚ୍ଚା ତରଫରୁ ଦେଶର ପ୍ରଧାନ ମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ସେବାପକ୍ଷ୍ୟ ରେ
ଆୟୋଜନ ହେବାକୁ ଥିବା ମୋଦୀ ଯୁବା ମାରାଥନ୍ ଏବଂ ପ୍ରତ୍ୟେକ ଜିଲ୍ଲାରେ ହେବାକୁ
ଥିବା ବିଭିନ୍ନ ସେବା କାର୍ଯ୍ୟକ୍ରମ ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ
ଅନୁଷ୍ଠିତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା