ଖୁବଶୀଘ୍ର ତ୍ରିଶୁଳିଆରେ ଦ୍ୱିତୀୟ ସେତୁ !
ଭୁବନେଶ୍ୱର, ୨୦ ସେପ୍ଟେମ୍ବର (ହି.ସ.) - ଖୁବ ଶୀଘ୍ର ତ୍ରିଶୁଳିଆରେ ହୋଇପାରେ ଦ୍ୱିତୀୟ ସେତୁ । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବିଧାନସଭାରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷଙ୍କ ପ୍ରଶ୍ନର ଉତର ରଖି ପୂର୍ତ ମନ୍ତ୍ରୀ ପୃଥ୍ୱୀରା
ଖୁବଶୀଘ୍ର ତ୍ରିଶୁଳିଆରେ ଦ୍ୱିତୀୟ ସେତୁ !


ଭୁବନେଶ୍ୱର, ୨୦ ସେପ୍ଟେମ୍ବର (ହି.ସ.) - ଖୁବ ଶୀଘ୍ର ତ୍ରିଶୁଳିଆରେ ହୋଇପାରେ ଦ୍ୱିତୀୟ ସେତୁ । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବିଧାନସଭାରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷଙ୍କ ପ୍ରଶ୍ନର ଉତର ରଖି ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ତ୍ରିଶୁଳିଆରେ ଦ୍ୱିତୀୟ ସେତୁ ପାଇଁ ଡିପିଆର ପ୍ରସ୍ତୁତ ହୋଇ ସାରିଛି। ପ୍ରକଳ୍ପ ପାଇଁ ୨୯୭ କୋଟି ୫୯ ଲକ୍ଷ ୯୧ ହଜାର ୧୯୩ ଟଙ୍କାର ବ୍ୟୟ ଅଟକଳ କରାଯାଇଛି।ଏହାର ଟେଣ୍ଡର ପ୍ରକ୍ରିୟା ଏବେ ଚାଲୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande