ବଲାଙ୍ଗିର, ୨୦ ସେପ୍ଟେମ୍ବର (ହି.ସ.)- ଗତ ରାତିରେ ପାଟ୍ରୋଲିଂ ସମୟରେ, ଟିକ୍ରାପଡାରୁ କଣ୍ଟାବାଞ୍ଜି ରାସ୍ତାରେ ରାତି ପ୍ରାୟ ୩ଟା ୩୦ ସମୟରେ, ମୁରିବାହାଲ ରେଞ୍ଜ ର କର୍ମଚାରୀମାନେ ୭ଟି କେନ୍ଦୁ କାଠ ବୋଝେଇ କରି ଯାଉଥିବା ଗୋଟିଏ ଭ୍ୟାନ ନମ୍ବର(ଓ ଆର ୦୨ ବିବି ୦୪୧୧) ଜବତ କରିଥିଲେ। ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିଲା। ଜବତ ସାମଗ୍ରୀଗୁଡ଼ିକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା। ବର୍ତ୍ତମାନ ଅଧିକ ତଦନ୍ତ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ