ନକ୍ସଲଙ୍କ ଗୁଳିରେ ଆହତ ପୁଲିସ କର୍ମଚାରୀଙ୍କୁ ସାକ୍ଷାତ କଲେ ଡିଜିପି
ଗଞାମ, ୨୦ ସେପ୍ଟେମ୍ବର (ହି.ସ.)- ନକ୍ସଲଙ୍କ ଗୁଳିରେ ଆହତ ପୁଲିସ୍ କର୍ମଚାରୀଙ୍କୁ ସାକ୍ଷାତ କଲେ ଡିଜିପି। ଡିଜିପି ଖୁରାନିଆ ଗଞାମ ଗସ୍ତରେ ଆସି ବହ୍ମପୁର ବଡ ଡାକ୍ତରଖାନାରେ ନକ୍ସଲଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ପୁଲିସ୍ କର୍ମଚାରୀ ପ୍ରେମସିଂ ମାଝିଙ୍କୁ ସାକ୍ଷାତ କରି ତାଙ
ନକ୍ସଲଙ୍କ ଗୁଳିରେ ଆହତ ପୁଲିସ କର୍ମଚାରୀଙ୍କୁ ସାକ୍ଷାତ କଲେ ଡିଜିପି


ଗଞାମ, ୨୦ ସେପ୍ଟେମ୍ବର (ହି.ସ.)- ନକ୍ସଲଙ୍କ ଗୁଳିରେ ଆହତ ପୁଲିସ୍ କର୍ମଚାରୀଙ୍କୁ ସାକ୍ଷାତ କଲେ ଡିଜିପି। ଡିଜିପି ଖୁରାନିଆ ଗଞାମ ଗସ୍ତରେ ଆସି ବହ୍ମପୁର ବଡ ଡାକ୍ତରଖାନାରେ ନକ୍ସଲଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ପୁଲିସ୍ କର୍ମଚାରୀ ପ୍ରେମସିଂ ମାଝିଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଆରୋଗ୍ଯ କାମନା କରିଥିଲେ।ଚିକିତ୍ସା ବ୍ଯବସ୍ଥା ସଂପର୍କରେ ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande