ବାରାହୀ ହାଇସ୍କୁଲରେ ହିନ୍ଦୀ ଦିବସ ପାଳିତ
କେନ୍ଦୁଝର, ୨୦ ସେପ୍ଟେମ୍ବର (ହି.ସ.)- ବାରାହୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ। ରାଜ୍ୟରେ ପିଲା ମାନେ ତୃତୀୟ ଭାଷା ଭାବରେ ହିନ୍ଦୀ ଭାଷାକୁ ଚୟନ କରନ୍ତି। ହେଲେ ଏବେ ରାଜ୍ୟ ସରକାରଙ୍କ ଧନ୍ଦାମୁଳକ ଶିକ୍ଷା ଯଦି ତୃତୀୟ ଭାଷାର ମାନ୍ୟତା ପାଏ ପୂର୍ବରୁ ନିଯୁକ୍ତ ହୋଇଥିବା ଅନେକ ଶିକ୍ଷକ ନିଜର ଯୋଗ୍
ବାରାହୀ ହାଇସ୍କୁଲରେ ହିନ୍ଦୀ ଦିବସ ପାଳିତ


କେନ୍ଦୁଝର, ୨୦ ସେପ୍ଟେମ୍ବର (ହି.ସ.)- ବାରାହୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ। ରାଜ୍ୟରେ ପିଲା ମାନେ ତୃତୀୟ ଭାଷା ଭାବରେ ହିନ୍ଦୀ ଭାଷାକୁ ଚୟନ କରନ୍ତି। ହେଲେ ଏବେ ରାଜ୍ୟ ସରକାରଙ୍କ ଧନ୍ଦାମୁଳକ ଶିକ୍ଷା ଯଦି ତୃତୀୟ ଭାଷାର ମାନ୍ୟତା ପାଏ ପୂର୍ବରୁ ନିଯୁକ୍ତ ହୋଇଥିବା ଅନେକ ଶିକ୍ଷକ ନିଜର ଯୋଗ୍ୟତା ଭିତିରେ କାର୍ଯ୍ୟ ହରାଇବା ସହ ତୃତୀୟ ଭାଷାର ଗୁରୁତ୍ବ କମିବ। ଯାହାକୁ ନେଇ ପିଲା ମାନେ ହିନ୍ଦୀ ଭାଷା ପଢିବା ଦ୍ବାରା ଅନ୍ୟ ରାଜ୍ୟ ଲୋକଙ୍କ ସହ ସହଜରେ କ‌ଥାବାର୍ତ୍ତା ହୋଇପାରନ୍ତି। ଏହା ହେବା ଦ୍ବାରା ରାଜ୍ୟ ସରକାର ପିଲା ମାନଙ୍କୁ ଅନ୍ୟ ରାଜ୍ୟ ଲୋକଙ୍କ ସହ କଥା ହେବା ତଥା ହିନ୍ଦୀ ଭାଷା ପ୍ରତି ଆଦର କମିବାକୁ ଲାଗିବ ବୋଲି ଆଲୋଚନା ହୋଇଥିଲା।

ଆଜିର ଏହି ହିନ୍ଦୀ ଭାଷା ଦିବସରେ ହାଟଡିହି ବ୍ଲକ ର ସମସ୍ତ ଉଚ୍ଚ ବିଦ୍ୟାଳୟର ହିନ୍ଦି ଶିକ୍ଷକ ମାନେ ଯୋଗଦେଇଥିଲେ। ମା ବାରାହୀ ଉଚ୍ଚ ବିଦ୍ୟାଳୟ ବଞ୍ଚା ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande