ଯୋଡ଼ା ପୌରପାଳିକାରେ ନୂତନ କାର୍ଯ୍ୟନିର୍ବାହୀ ଅଧୂକାରୀ ଭାବେ ଆଇଏସ୍ ପବନ ସିଂ ରଣା ଦାୟିତ୍ବଭାର ଗ୍ରହଣ
କେନ୍ଦୁଝର, 20 ସେପ୍ଟେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଆଇଏସ୍ ପବନ ସିଂ ରଣା ଦାୟିତ୍ବଭାର ଗ୍ରହଣ କରିଛନ୍ତି । ଶ୍ରୀ ରଣାଙ୍କୁ ଯୋଡ଼ା ପୌରପାଳିକା ପକ୍ଷରୁ ଯୋଡ଼ା ପୌରାଧ୍ଯକ୍ଷ ଜଗଦୀଶ ସାହୁ, ଯୋଡ଼ା ବିଡିଓ ଡାନିଷ ବେହେରା ଓ ଉପନଗରପାଳଙ
ଯୋଡ଼ା ପୌରପାଳିକାରେ ନୂତନ କାର୍ଯ୍ୟନିର୍ବାହୀ ଅଧୂକାରୀ ଭାବେ ଆଇଏସ୍ ପବନ ସିଂ ରଣା ଦାୟିତ୍ବଭାର ଗ୍ରହଣ


କେନ୍ଦୁଝର, 20 ସେପ୍ଟେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଆଇଏସ୍ ପବନ ସିଂ ରଣା ଦାୟିତ୍ବଭାର ଗ୍ରହଣ କରିଛନ୍ତି । ଶ୍ରୀ ରଣାଙ୍କୁ ଯୋଡ଼ା ପୌରପାଳିକା ପକ୍ଷରୁ ଯୋଡ଼ା ପୌରାଧ୍ଯକ୍ଷ ଜଗଦୀଶ ସାହୁ, ଯୋଡ଼ା ବିଡିଓ ଡାନିଷ ବେହେରା ଓ ଉପନଗରପାଳଙ୍କ ସମେତ ୧୪ଟି ୱାର୍ଡର ସମସ୍ତ କାଉନସିଲର୍ ସ୍ବାଗତ ଜଣାଇଥିଲେ। ପରେ ଶ୍ରୀ ରଣା ଏକ ସ୍ବଚ୍ଛତା ରଥ ଆରମ୍ଭ କରିଥିଲେ। ତେବେ ମାତ୍ର ୨୧ ଦିନ ପାଇଁ ନିଯୁକ୍ତ ହୋଇଥିବା ଆଇଏସ ପବନ ରଣା କହିଛନ୍ତି ଯେ କମ୍ ଦିନ ପାଇଁ ଦାୟିତ୍ଵ ମିଳିଥିଲେ ସୁଦ୍ଧା ଯୋଡ଼ା ତଥା ଲୋକଙ୍କ ବିକାଶ ପାଇଁ ଦୃଢ଼ ସଙ୍କଳ୍ପ ସହ କାମ କରିବି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande