ସେବା ପକ୍ଷ ପାଇଁ ମିନି ମାରାଥନ
କେନ୍ଦୁଝର , 20 ସେପ୍ଟେମ୍ବର (ହି.ସ.) ଆସନ୍ତା କାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ମିନି ମାରାଥନ ଆୟୋଜିତ ହେବ। ସେବା ପକ୍ଷ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମିନି ମାରାଥନ ହେବ ବୋଲି ଜଣାପଡ଼ିଛି। ଏହି ମିନି ମାରାଥନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଆରମ୍ଭ ହୋଇ ମଣ୍ଡୁଆ ପର୍ଯ୍ୟନ୍ତ ହେବ ବୋଲି ଜିଲ୍ଲ
ସେବା ପକ୍ଷ ପାଇଁ ମିନି ମାରାଥନ


କେନ୍ଦୁଝର , 20 ସେପ୍ଟେମ୍ବର (ହି.ସ.) ଆସନ୍ତା କାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ମିନି ମାରାଥନ ଆୟୋଜିତ ହେବ। ସେବା ପକ୍ଷ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମିନି ମାରାଥନ ହେବ ବୋଲି ଜଣାପଡ଼ିଛି। ଏହି ମିନି ମାରାଥନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଆରମ୍ଭ ହୋଇ ମଣ୍ଡୁଆ ପର୍ଯ୍ୟନ୍ତ ହେବ ବୋଲି ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande