ସରୋଜ ବେହେରା ବୋର୍ଡ ସମ୍ପାଦକ ନିଯୁକ୍ତ
ଭୁବନେଶ୍ୱର,୨୦ ସେପ୍ଟେମ୍ବର (ହି.ସ.) - ଓଏଏସ୍ ଅଧିକାରୀ ସରୋଜ ବେହେରା ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସଇ)ର ନୂଆ ସମ୍ପାଦକ ହୋଇଛନ୍ତି। ପୂର୍ବରୁ ସରୋଜ ବେହେରା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଦାୟିତ୍ୱରେ ଥିଲେ। ସେହିପରି ବୋର୍ଡ ସମ୍ପାଦକ ଦାୟିତ୍ୱରେ ଥିବା ସୋନିଆ ମିଶ
ସରୋଜ ବେହେରା ବୋର୍ଡ ସମ୍ପାଦକ ନିଯୁକ୍ତ


ଭୁବନେଶ୍ୱର,୨୦ ସେପ୍ଟେମ୍ବର (ହି.ସ.) - ଓଏଏସ୍ ଅଧିକାରୀ ସରୋଜ ବେହେରା ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସଇ)ର ନୂଆ ସମ୍ପାଦକ ହୋଇଛନ୍ତି। ପୂର୍ବରୁ ସରୋଜ ବେହେରା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଦାୟିତ୍ୱରେ ଥିଲେ। ସେହିପରି ବୋର୍ଡ ସମ୍ପାଦକ ଦାୟିତ୍ୱରେ ଥିବା ସୋନିଆ ମିଶ୍ର ଅବକାରୀ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ପାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande