ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ହେବ
କେନ୍ଦୁଝର, 20 ସେପ୍ଟେମ୍ବର (ହି.ସ.)ଆସନ୍ତା କାଲି ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମ ଠାରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ଯୋଗଦେଇ ଏହି ମହୋତ୍ସବକୁ ଉଦ୍ଘାଟନ କରିବେ ବୋଲି ଜଣାପଡିଛି। ଏହି ମହୋତ୍ସବ ରେ ବିଭିନ୍ନ ପ୍ରକାର କ୍ରୀଡ଼ା ଆୟୋଜନ ହେବ। ଏଥିପା
ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ହେବ


କେନ୍ଦୁଝର, 20 ସେପ୍ଟେମ୍ବର (ହି.ସ.)ଆସନ୍ତା କାଲି ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମ ଠାରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ଯୋଗଦେଇ ଏହି ମହୋତ୍ସବକୁ ଉଦ୍ଘାଟନ କରିବେ ବୋଲି ଜଣାପଡିଛି। ଏହି ମହୋତ୍ସବ ରେ ବିଭିନ୍ନ ପ୍ରକାର କ୍ରୀଡ଼ା ଆୟୋଜନ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande